ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ସାମିଲ ହେଲେ ପୂଜାରା

The Sakala Picture
Published On

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଟେଷ୍ଟ ସିରିଜକୁ ଚେତେଶ୍ୱର ପୂଜାରା ପୁଣି ଥରେ ଫେରିଛନ୍ତି । ଏହି ଟିମରେ ରୋହିତ ଶର୍ମା କ୍ୟାପଟେନ ଭାବେ ଦାୟିତ୍ୱ ନିଭାଇବାକୁ ରହିଥିବା ବେଳେ କେଏଲ ରାହୁଲ ରହିଛନ୍ତି ଉପ ଅଧିନାୟକ । ସେହିପରି ଶୁଭମନ୍ ଗିଲ, ଭିରାଟ କୋହଲି, ଶ୍ରେୟାସ ଆୟର, ହନିମାନ ବିହାରୀ, ଚେତେଶ୍ୱର ପୂଜାରା , ରିଷଭ ପନ୍ଥ ମଧ୍ୟ […]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଟେଷ୍ଟ ସିରିଜକୁ ଚେତେଶ୍ୱର ପୂଜାରା ପୁଣି ଥରେ ଫେରିଛନ୍ତି । ଏହି ଟିମରେ ରୋହିତ ଶର୍ମା କ୍ୟାପଟେନ ଭାବେ ଦାୟିତ୍ୱ ନିଭାଇବାକୁ ରହିଥିବା ବେଳେ କେଏଲ ରାହୁଲ ରହିଛନ୍ତି ଉପ ଅଧିନାୟକ । ସେହିପରି ଶୁଭମନ୍ ଗିଲ, ଭିରାଟ କୋହଲି, ଶ୍ରେୟାସ ଆୟର, ହନିମାନ ବିହାରୀ, ଚେତେଶ୍ୱର ପୂଜାରା , ରିଷଭ ପନ୍ଥ ମଧ୍ୟ ରହିଛନ୍ତି । ଅନ୍ୟପଟେ ଦଳରେ କେଏସ ଭାରତ, ଜାଡେଜା, ଆର ଅଶ୍ବିନୀ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମୀ, ବୁମରା, ସିରାଜ, ଉମେଶ ଯାଦବ ଏବଂ ରିଷିଦ୍ଧ କ୍ରିଷ୍ଣାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଚୟନ କରିଛି ବିସିସିଆଇ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

22 May 2022 By The Sakala

ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ସାମିଲ ହେଲେ ପୂଜାରା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଟେଷ୍ଟ ସିରିଜକୁ ଚେତେଶ୍ୱର ପୂଜାରା ପୁଣି ଥରେ ଫେରିଛନ୍ତି । ଏହି ଟିମରେ ରୋହିତ ଶର୍ମା କ୍ୟାପଟେନ ଭାବେ ଦାୟିତ୍ୱ ନିଭାଇବାକୁ ରହିଥିବା ବେଳେ କେଏଲ ରାହୁଲ ରହିଛନ୍ତି ଉପ ଅଧିନାୟକ । ସେହିପରି ଶୁଭମନ୍ ଗିଲ, ଭିରାଟ କୋହଲି, ଶ୍ରେୟାସ ଆୟର, ହନିମାନ ବିହାରୀ, ଚେତେଶ୍ୱର ପୂଜାରା , ରିଷଭ ପନ୍ଥ ମଧ୍ୟ ରହିଛନ୍ତି । ଅନ୍ୟପଟେ ଦଳରେ କେଏସ ଭାରତ, ଜାଡେଜା, ଆର ଅଶ୍ବିନୀ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମୀ, ବୁମରା, ସିରାଜ, ଉମେଶ ଯାଦବ ଏବଂ ରିଷିଦ୍ଧ କ୍ରିଷ୍ଣାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଚୟନ କରିଛି ବିସିସିଆଇ ।

https://www.thesakala.in/sports/england-vs-india-india-announce-test-squad/article-11799
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର