ମେ ୧୭ରୁ ପୁଣି ଆରମ୍ଭ ହେବ ଆଇପିଏଲ୍‌ : ୬ଟି ଭେନ୍ୟୁରେ ଖେଳାଯିବ ଅବଶିଷ୍ଟ ମ୍ୟାଚ୍, ଜୁନ୍ ୩ରେ ଫାଇନାଲ୍

The Sakala Picture
Published On

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ସପ୍ତାହ ସ୍ଥଗିତ ରହିବା ପରେ ମେ ୧୭ରୁ ପୁଣି ଆରମ୍ଭ ହେବ।  ଏନେଇ ଆଜି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଆଇପିଏଲ ୨୦୨୫ରୁ ଅବଶିଷ୍ଟ ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ଜୁନ୍ ୩ରେ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ତାରିଖରେ ଆର୍‌ସିବି-କୋଲକାତା ମ୍ୟାଚ୍‌ ସହ ଆଇପିଏଲ୍‌ ପୁନଃ […]

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ସପ୍ତାହ ସ୍ଥଗିତ ରହିବା ପରେ ମେ ୧୭ରୁ ପୁଣି ଆରମ୍ଭ ହେବ।  ଏନେଇ ଆଜି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଆଇପିଏଲ ୨୦୨୫ରୁ ଅବଶିଷ୍ଟ ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ଜୁନ୍ ୩ରେ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

୧୭ ତାରିଖରେ ଆର୍‌ସିବି-କୋଲକାତା ମ୍ୟାଚ୍‌ ସହ ଆଇପିଏଲ୍‌ ପୁନଃ ଆରମ୍ଭ ହେବ। ମେ ୨୯ରେ କ୍ବାଲିଫାୟର-୧, ୩୦ରେ ଏଲିମିନେଟର,ଜୁନ୍ ୧ରେ କ୍ବାଲିଫାୟର-୨ ଓ ୩ରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ।

ଆହୁରି ପଢ଼ନ୍ତୁ: ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା: ପ୍ରସିଦ୍ଧ ସୁଟର ତଥା କୋଚ୍ ଯଶପାଲ ରାଣାଙ୍କ ୪୯ ବର୍ଷ ବୟସରେ ପରଲୋକ

ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ପୁଣିଥରେ ମ୍ୟାଚ୍ ଅନୁଷ୍ଠିତ ହେବ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବିସିସିଆଇ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା। ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ କୌଣସି ଫଳାଫଳ ବିନା ବାତିଲ ହୋଇଯାଇଥିଲା। ଏବେ ଏହି ମ୍ୟାଚ୍ ପୁଣି ଥରେ ୨୪ ମଇରେ ଜୟପୁରରେ ଖେଳାଯିବ।

12 May 2025 By The Sakala

ମେ ୧୭ରୁ ପୁଣି ଆରମ୍ଭ ହେବ ଆଇପିଏଲ୍‌ : ୬ଟି ଭେନ୍ୟୁରେ ଖେଳାଯିବ ଅବଶିଷ୍ଟ ମ୍ୟାଚ୍, ଜୁନ୍ ୩ରେ ଫାଇନାଲ୍

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ସପ୍ତାହ ସ୍ଥଗିତ ରହିବା ପରେ ମେ ୧୭ରୁ ପୁଣି ଆରମ୍ଭ ହେବ।  ଏନେଇ ଆଜି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଆଇପିଏଲ ୨୦୨୫ରୁ ଅବଶିଷ୍ଟ ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ଜୁନ୍ ୩ରେ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

୧୭ ତାରିଖରେ ଆର୍‌ସିବି-କୋଲକାତା ମ୍ୟାଚ୍‌ ସହ ଆଇପିଏଲ୍‌ ପୁନଃ ଆରମ୍ଭ ହେବ। ମେ ୨୯ରେ କ୍ବାଲିଫାୟର-୧, ୩୦ରେ ଏଲିମିନେଟର,ଜୁନ୍ ୧ରେ କ୍ବାଲିଫାୟର-୨ ଓ ୩ରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ।

ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ପୁଣିଥରେ ମ୍ୟାଚ୍ ଅନୁଷ୍ଠିତ ହେବ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବିସିସିଆଇ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା। ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ କୌଣସି ଫଳାଫଳ ବିନା ବାତିଲ ହୋଇଯାଇଥିଲା। ଏବେ ଏହି ମ୍ୟାଚ୍ ପୁଣି ଥରେ ୨୪ ମଇରେ ଜୟପୁରରେ ଖେଳାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର