ଇରାନ ଉପରେ ଆମେରିକାର ଆକ୍ରମଣ, ତିନୋଟି ପରମାଣୁ ଆଡାରେ ବୋମାମାଡ଼

The Sakala Picture
Published On

ଓ୍ବାଶିଂଟନ୍‌:  ଶନିବାର ବିଳମ୍ବିତ ରାତିରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ସାମିଲ ହେଲେ ଏହା ୩ୟ ବିଶ୍ଵଯୁଦ୍ଧ ହୋଇପାରେ ଆଲୋଚନା ହେଉଥିଲା। ଏବେ ଆମେରିକା ସାମିଲ ହେବା ପରେ ଏହାର ସମ୍ଭାବନା ବୃଦ୍ଧି ପାଇଛି। ଶନିବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଇରାନର ୩ଟି ପରମାଣୁ ଘାଟି ଉପରେ […]

ଓ୍ବାଶିଂଟନ୍‌:  ଶନିବାର ବିଳମ୍ବିତ ରାତିରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ସାମିଲ ହେଲେ ଏହା ୩ୟ ବିଶ୍ଵଯୁଦ୍ଧ ହୋଇପାରେ ଆଲୋଚନା ହେଉଥିଲା। ଏବେ ଆମେରିକା ସାମିଲ ହେବା ପରେ ଏହାର ସମ୍ଭାବନା ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: କୁଲଗାମ ଏନକାଉଣ୍ଟର: ସୁରକ୍ଷାବଳଙ୍କ ଗୁଳିରେ ନିହତ ହେଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଲତିଫ ଭଟ୍ଟ

ଶନିବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଇରାନର ୩ଟି ପରମାଣୁ ଘାଟି ଉପରେ ବୋମାମାଡ଼ କରାଯାଇଛି। ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହନ ପରମାଣୁ ଘାଟି ଉପରେ ଆମେରିକା ଏୟାରଷ୍ଟ୍ରାଇକ ଜରିଆରେ ବୋମାମାଡ଼ କରିଛି।

ଆହୁରି ପଢ଼ନ୍ତୁ: କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଲସ୍କର ଆତଙ୍କବାଦୀ ଲତିଫ୍ ଭଟ୍ଟ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର