ପୁଣି ସାପ ବିଷ ତସ୍କରୀ: ୩୦ କୋଟିର ସାପ ବିଷ ଜବତ

The Sakala Picture
Published On

କୋଲକାତା: ପୁଣି ସାପ ବିଷ ତସ୍କରୀ । ପଶ୍ଚିମବଙ୍ଗ ସିଲିଗୁଡ଼ିର ଚୋପ୍ରା ବ୍ରିଜ୍ ନିକଟରୁ ୩୦ କୋଟିର ସାପ ବିଷ ଜବତ ହୋଇଛି । ଏକ ବାଇକରେ ସାପ ବିଷ ନେଉଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ଘୋଷପୁଖୁର ବନ ବିଭାଗ । ବିଷ ଫ୍ରାନ୍ସରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ବାଂଲାଦେଶରୁ ହେଉଥିଲା ଚାଲାଣ । ବର୍ତ୍ତମାନ ସୁଦ୍ଧା ସାପ ଗରଳ ତସ୍କରୀ କେଉଁଠାରେ ଚାଲିଛି ଏବଂ କେଉଁଠାରୁ କେଉଁଠିକୁ ହେଉଥିଲା ଚାଲାଣ, ସେନେଇ […]

କୋଲକାତା: ପୁଣି ସାପ ବିଷ ତସ୍କରୀ । ପଶ୍ଚିମବଙ୍ଗ ସିଲିଗୁଡ଼ିର ଚୋପ୍ରା ବ୍ରିଜ୍ ନିକଟରୁ ୩୦ କୋଟିର ସାପ ବିଷ ଜବତ ହୋଇଛି । ଏକ ବାଇକରେ ସାପ ବିଷ ନେଉଥିବା ବେଳେ ଜଣେ ଯୁବକଙ୍କୁ ଗିରଫ କରିଛି ଘୋଷପୁଖୁର ବନ ବିଭାଗ । ବିଷ ଫ୍ରାନ୍ସରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ବାଂଲାଦେଶରୁ ହେଉଥିଲା ଚାଲାଣ । ବର୍ତ୍ତମାନ ସୁଦ୍ଧା ସାପ ଗରଳ ତସ୍କରୀ କେଉଁଠାରେ ଚାଲିଛି ଏବଂ କେଉଁଠାରୁ କେଉଁଠିକୁ ହେଉଥିଲା ଚାଲାଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଗିରଫ ଯୁବକ ଜଣକ ଚୋପ୍ରା ଅଞ୍ଚଳର ବୋଲି ଜଣାପଡିଛି । ଏହି ବିଷ ଚୀନ ସହ ବିଭିନ୍ନ ଦେଶକୁ ଚାଲାଣ ହେଉଥିଲା । ତେବେ ତସ୍କରୀରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଜଣାପଡି ନ ଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର