ଉତ୍ତର କୋରିଆରେ ଅଣାୟତ କରୋନା, ସେନାକୁ ଏମିତି ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍

The Sakala Picture
Published On

ନୂଆଦିଲ୍ଲୀ : ଉତ୍ତର କୋରିଆରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ୨ ଲକ୍ଷ ୯୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଉତ୍ତର କୋରିଆରେ ପ୍ରଥମ ଲହର ଘୋଷଣା ହୋଇଥିଲା । ଏହା ପରେ ଏହି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮.୨୦ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ଉତ୍ତରକୋରିଆରେ ଆଇ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା […]

ନୂଆଦିଲ୍ଲୀ : ଉତ୍ତର କୋରିଆରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ୨ ଲକ୍ଷ ୯୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଉତ୍ତର କୋରିଆରେ ପ୍ରଥମ ଲହର ଘୋଷଣା ହୋଇଥିଲା । ଏହା ପରେ ଏହି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮.୨୦ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ଉତ୍ତରକୋରିଆରେ ଆଇ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୨ରୁ ବଢିଛି । ମାତ୍ର ୩ ଦିନ ମଧ୍ୟରେ କରୋନା ପ୍ରକୋପରେ ଏବେ ଦେଶବାସୀ ଆତଙ୍କିତ ହୋଇପଡିଛନ୍ତି ।

ଆହୁରି ପଢ଼ନ୍ତୁ: ଜାପାନରେ ପ୍ରଳୟଙ୍କାରୀ ଭୂକମ୍ପ: ଅଟୋ ଏବଂ ଚିପ୍ ଉତ୍ପାଦନ ବ୍ୟାହତ, ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ବଡ଼ ପ୍ରଭାବ

ହଠାତ ଏପରି ସ୍ଥିତି ଦେଖି ଚିନ୍ତାରେ ଉତ୍ତର କୋରିଆର ତାନାଶାହ ଶାସକ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଚିନ୍ତାରେ ପଡିଯାଇଛନ୍ତି। କରୋନା ଭାଇରସର ଦ୍ରୁତ ଗତିରେ ବୃଦ୍ଧି ହେତୁ ଉତ୍ତର କୋରିଆରେ ଔଷଧ ଯୋଗାଣ କରାଯାଇ ପାରୁନାହିଁ। ଲୋକଙ୍କ ପାଖରେ ଔଷଧ ଯୋଗାଣରେ ଅଧିକାରୀ ବିଫଳ ହେବାପରେ ତାନାଶାହ ଶାସକ କିମ୍ ଜଙ୍ଗ୍ ଉନ୍ ଏଥିରେ ସେନାକୁ ନିୟୋଜନ କରିବାକୁ ନିର୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: PoKରେ ପାକିସ୍ତାନର ‘ଡବଲ୍ ଗେମ୍’: ଶାନ୍ତି କମିଟିରେ କୁଖ୍ୟାତ ଆତଙ୍କବାଦୀ ଇଲିଆସ୍ କାଶ୍ମୀରୀ

ଉତ୍ତର କୋରିଆରେ ବ୍ୟାପୁଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶଙ୍କ ପାଖରେ ଓମିକ୍ରନ ଭ୍ୟାରିଆଂଟ ଚିହ୍ନଟ ହୋଇଛି । କରୋନା ମୁକାବିଲା ପାଇଁ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଜରୁରୀକାଳୀନ ବୈଠକ ଡାକିଛନ୍ତି ବୋଲି କୋରିଆନ ସେଣ୍ଟ୍ରାଲ୍ ନ୍ୟୁଜ ଏଜେନ୍ସି ଘୋଷଣା କରିଛି । ଦୁଇ ବର୍ଷ ପୂର୍ବେ ଚୀନ୍, ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ବ୍ୟାପିଥିଲା । ଏହି ସମୟରେ ଅନ୍ୟ ଦେଶର ଲୋକଙ୍କୁ ନିଜ ଦେଶର ନପୂରାଇ ଦେବାକୁ ଉତ୍ତର କୋରିଆ କଡା କଟକଣା ଲଗାଇଥିଲା । ଏବେ କିନ୍ତୁ କରୋନା ସଂକ୍ରମଣର ଶିକାର ହୋଇଛି ଉତ୍ତର କୋରିଆ ।

ଆହୁରି ପଢ଼ନ୍ତୁ: ବିମାନ ଇନ୍ଧନରେ ମିଶିବ ଇଥାନଲ ! ୨୦୩୦ ସୁଦ୍ଧା ‘ସବୁଜ ବିମାନ ଚଳାଚଳ’ ପାଇଁ କେନ୍ଦ୍ରର ବଡ଼ ଯୋଜନା

16 May 2022 By The Sakala

ଉତ୍ତର କୋରିଆରେ ଅଣାୟତ କରୋନା, ସେନାକୁ ଏମିତି ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍

ନୂଆଦିଲ୍ଲୀ : ଉତ୍ତର କୋରିଆରେ କରୋନା ବିସ୍ଫୋରଣ । ଗୋଟିଏ ଦିନରେ ୨ ଲକ୍ଷ ୯୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଉତ୍ତର କୋରିଆରେ ପ୍ରଥମ ଲହର ଘୋଷଣା ହୋଇଥିଲା । ଏହା ପରେ ଏହି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮.୨୦ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ଉତ୍ତରକୋରିଆରେ ଆଇ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୨ରୁ ବଢିଛି । ମାତ୍ର ୩ ଦିନ ମଧ୍ୟରେ କରୋନା ପ୍ରକୋପରେ ଏବେ ଦେଶବାସୀ ଆତଙ୍କିତ ହୋଇପଡିଛନ୍ତି ।

ହଠାତ ଏପରି ସ୍ଥିତି ଦେଖି ଚିନ୍ତାରେ ଉତ୍ତର କୋରିଆର ତାନାଶାହ ଶାସକ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଚିନ୍ତାରେ ପଡିଯାଇଛନ୍ତି। କରୋନା ଭାଇରସର ଦ୍ରୁତ ଗତିରେ ବୃଦ୍ଧି ହେତୁ ଉତ୍ତର କୋରିଆରେ ଔଷଧ ଯୋଗାଣ କରାଯାଇ ପାରୁନାହିଁ। ଲୋକଙ୍କ ପାଖରେ ଔଷଧ ଯୋଗାଣରେ ଅଧିକାରୀ ବିଫଳ ହେବାପରେ ତାନାଶାହ ଶାସକ କିମ୍ ଜଙ୍ଗ୍ ଉନ୍ ଏଥିରେ ସେନାକୁ ନିୟୋଜନ କରିବାକୁ ନିର୍ଦେଶ ଦେଇଛନ୍ତି।

ଉତ୍ତର କୋରିଆରେ ବ୍ୟାପୁଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶଙ୍କ ପାଖରେ ଓମିକ୍ରନ ଭ୍ୟାରିଆଂଟ ଚିହ୍ନଟ ହୋଇଛି । କରୋନା ମୁକାବିଲା ପାଇଁ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ଜରୁରୀକାଳୀନ ବୈଠକ ଡାକିଛନ୍ତି ବୋଲି କୋରିଆନ ସେଣ୍ଟ୍ରାଲ୍ ନ୍ୟୁଜ ଏଜେନ୍ସି ଘୋଷଣା କରିଛି । ଦୁଇ ବର୍ଷ ପୂର୍ବେ ଚୀନ୍, ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ବ୍ୟାପିଥିଲା । ଏହି ସମୟରେ ଅନ୍ୟ ଦେଶର ଲୋକଙ୍କୁ ନିଜ ଦେଶର ନପୂରାଇ ଦେବାକୁ ଉତ୍ତର କୋରିଆ କଡା କଟକଣା ଲଗାଇଥିଲା । ଏବେ କିନ୍ତୁ କରୋନା ସଂକ୍ରମଣର ଶିକାର ହୋଇଛି ଉତ୍ତର କୋରିଆ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର