ଆମ୍ ଆଦମୀ ପାର୍ଟି ହେଉଛି ସ୍ୱାଧୀନ ଭାରତର ସବୁଠାରୁ ସଚ୍ଚୋଟ ଦଳ- କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଗୋଆ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛି।  ଗୋଆ ପାଇଁ ଆମ୍ ଆଦମୀ ପାର୍ଟି ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛି। ନିର୍ବାଚନ ପ୍ରଚାର ପାଇଁ ଆଜି ଗୋଆରେ ପହଞ୍ଚିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି ଗୋଆରେ ତାଙ୍କ ସରକାର ଗଠନ ହୁଏ, ତେବେ ସେ ପ୍ରତ୍ୟେକ ଯୁବକଙ୍କୁ ରୋଜଗାର ଦେବେ। ଯଦି ସେମାନେ […]

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଗୋଆ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛି।  ଗୋଆ ପାଇଁ ଆମ୍ ଆଦମୀ ପାର୍ଟି ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛି। ନିର୍ବାଚନ ପ୍ରଚାର ପାଇଁ ଆଜି ଗୋଆରେ ପହଞ୍ଚିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି ଗୋଆରେ ତାଙ୍କ ସରକାର ଗଠନ ହୁଏ, ତେବେ ସେ ପ୍ରତ୍ୟେକ ଯୁବକଙ୍କୁ ରୋଜଗାର ଦେବେ। ଯଦି ସେମାନେ କାହାକୁ ରୋଜଗାର ଯୋଗାଇବାରେ ଅସମର୍ଥ ହେବେ ତେବେ ସେମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା ବେରୋଜଗାର ଭତ୍ତା ଦିଆଯିବ। ଏହା ବ୍ୟତୀତ ୧୮ ବର୍ଷରୁ ଅଧିକ ମହିଳାଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଦିଆଯିବ। ଆମ୍ ଆଦମୀ ପାର୍ଟି ହେଉଛି ସ୍ୱାଧୀନ ଭାରତର ସବୁଠାରୁ ସଚ୍ଚୋଟ ଦଳ। ପିଏମ ମୋଦୀ ନିଜେ ଆମକୁ ଏହି ସଚ୍ଚୋଟତାର ପ୍ରମାଣପତ୍ର ଦେଇଛନ୍ତି। ପିଏମ ମୋଦୀ ଆମ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଆମର ୨୧ ଜଣ ବିଧାୟକଙ୍କୁ ଗିରଫ କରାଯାଇଥିଲା ଏବଂ ୪୦୦ଟି ଫାଇଲ ଯାଞ୍ଚ କରାଯାଇଥିଲା କିନ୍ତୁ ଆମ ବିରୁଦ୍ଧରେ କିଛି ଦୁର୍ନୀତିର ପ୍ରମାଣ ମିଳି ନ ଥିଲା। ଆମେ ଦୁର୍ନୀତି କରୁନାହୁଁ। ଯଦି ଗୋଆରେ ସରକାର ଗଠନ ହୁଏ, ତେବେ ଆମେ ଅନେକ ସଚ୍ଚୋଟତାର ସହିତ ସରକାର ଚଳାଇବୁ ବୋଲି କେଜ୍ରିୱାଲ କହିଛନ୍ତି।।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

-ସମସ୍ତଙ୍କୁ ୨୪ଘଣ୍ଟା ପାଇଁ ମାଗଣା ବିଦ୍ୟୁତ୍ ଏବଂ ଜଳ ଯୋଗାଇ ଦିଆଯିବ ।

-ଯୁବକମାନଙ୍କୁ ୩ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ କରାଯିବ।

-ମହିଳାମାନଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଭତ୍ତା ଦିଆଯିବ ।

-ପ୍ରତ୍ୟେକ ଗ୍ରାମ ଓ  କଲୋନୀରେ ଡାକ୍ତରଖାନା ଏବଂ ମୋହାଲା କ୍ଲିନିକ୍ ଖୋଲାଯିବ।

-ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

-ଚାଷୀଙ୍କ ସହ କଥା ହେବା ପରେ ସେମାନଙ୍କର ସମସ୍ୟାର ସମାଧାନ ହେବ।

-ବାଣିଜ୍ୟ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରାଯିବ।

କେଜ୍ରିୱାଲ ଆହୁରି ମଧ୍ଯ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଗୋଟିିଏ ପାର୍ଟିରେ ପରିଣତ ହୋଇଯାଇଛନ୍ତି। କଂଗ୍ରେସର ସମସ୍ତ ଲୋକ ଦଳ ଛାଡି ବିଜେପିରେ ଯାଗ ଦେଇଛନ୍ତି। ଲୋକେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ସେମାନ ପାଖରେ ବକଳ୍ପ ନ ଥିଲା । ଆପ ପାର୍ଟି ବିକଳ୍ପ ଭାବେ ଉଭା ହୋଇଛି। ଲୋକେ ନିଶ୍ଚିତ ସମର୍ଥନ ଦେବେ ବୋଲି ସେ କହିଛନ୍ତି।

16 Jan 2022 By The Sakala

https://www.thesakala.in/national-international/kejriwal-promised-free-schemes-and-also-said-pm-modi-himself-has-given-us-a-certificate-of-honesty/article-8482
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର