ଅଙ୍ଗଦାନ କଲେ ସରକାରୀ କର୍ମଚାରୀଙ୍କୁ ୪୨ ଦିନ ଛୁଟି

The Sakala Picture
Published On

ନୂଆଦିଲ୍ଲୀ: ଅଙ୍ଗଦାନ କଲେ ସରକାରୀ କର୍ମଚାରୀମାନଙ୍କୁ ୪୨ ଦିନର ସ୍ୱତନ୍ତ୍ର ଛୁଟି ଦେବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ବୁଧବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରୀ ଡାକ୍ତରଙ୍କ ଅନୁମୋଦନରେ ଯେକୌଣସି ଅସ୍ତ୍ରୋପଚାର ପାଇଁ ସର୍ବାଧିକ ୪୨ ଦିନ ପାଇଁ ଏହି ଛୁଟି ସରକାରୀ କର୍ମଚାରୀଙ୍କୁ ମିିଳିପାରିବ। ଡାକ୍ତରଖାନାରେ ଭର୍ତ୍ତି ହେବା ଦିନଠାରୁ ଛୁଟିର ଦିନ ଗଣନା ଆରମ୍ଭ ହେବ। ମାତ୍ର ଆବଶ୍ୟକସ୍ଥଳେ ଅସ୍ତ୍ରୋପଚାରର ଗୋଟିଏ ସପ୍ତାହ ପୂର୍ବରୁ ନିଆଯାଇପାରିବ ବୋଲି […]

ନୂଆଦିଲ୍ଲୀ: ଅଙ୍ଗଦାନ କଲେ ସରକାରୀ କର୍ମଚାରୀମାନଙ୍କୁ ୪୨ ଦିନର ସ୍ୱତନ୍ତ୍ର ଛୁଟି ଦେବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ବୁଧବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରୀ ଡାକ୍ତରଙ୍କ ଅନୁମୋଦନରେ ଯେକୌଣସି ଅସ୍ତ୍ରୋପଚାର ପାଇଁ ସର୍ବାଧିକ ୪୨ ଦିନ ପାଇଁ ଏହି ଛୁଟି ସରକାରୀ କର୍ମଚାରୀଙ୍କୁ ମିିଳିପାରିବ। ଡାକ୍ତରଖାନାରେ ଭର୍ତ୍ତି ହେବା ଦିନଠାରୁ ଛୁଟିର ଦିନ ଗଣନା ଆରମ୍ଭ ହେବ। ମାତ୍ର ଆବଶ୍ୟକସ୍ଥଳେ ଅସ୍ତ୍ରୋପଚାରର ଗୋଟିଏ ସପ୍ତାହ ପୂର୍ବରୁ ନିଆଯାଇପାରିବ ବୋଲି ମନ୍ତ୍ରୀ ଅବଗତ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଜାପାନରେ ସାଇବର ଆକ୍ରମଣ: ChatGPT ବ୍ୟବହାର କରି ୪୬ ହଜାରରୁ ଅଧିକ ଆକାଉଣ୍ଟ ଡିଲିଟ୍ କଲା ୧୫ ବର୍ଷର ଛାତ୍ର

ଏହି ବ୍ୟବସ୍ଥା ୨୦୨୩ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା। ଏହା ଅଙ୍ଗଦାନକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ସରକାର ଆଶା ପୋଷଣ କରିଛନ୍ତି। ସୂଚନାଯୋଗ୍ୟ େଯ କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା (ସି.ଜି.ଏଚ୍‌.ଏସ୍‌.) ଅଧୀନରେ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ଶସ୍ତା ଦରରେ ଚିକିତ୍ସା, ଔଷଧ ଏବଂ ଡାକ୍ତରଖାନାରେ ଭର୍ତ୍ତି ସୁବିଧା ପାଇଥାନ୍ତି। ଅବସର ପରେ ମଧ୍ୟ ସିଜିଏଚ୍‌ଏସ୍‌ ସୁବିଧା ବଳବତ୍ତର ରହିଥାଏ। ଏହାଛଡ଼ା ମହିଳା କର୍ମଚାରୀଙ୍କୁ ୬ ମାସର ପ୍ରସୂତି ଛୁଟି ଏବଂ ପୁରୁଷମାନଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ: ୯୦ଟି ସାମରିକ ଘାଟି ଧ୍ୱଂସ, ପ୍ରତିଶୋଧ ନେବାକୁ ବାହାରିନ ଓ କୁଏତରେ ଥିବା ଆମେରିକୀୟ ବେସ୍ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼

03 Apr 2025 By The Sakala

ଅଙ୍ଗଦାନ କଲେ ସରକାରୀ କର୍ମଚାରୀଙ୍କୁ ୪୨ ଦିନ ଛୁଟି

ନୂଆଦିଲ୍ଲୀ: ଅଙ୍ଗଦାନ କଲେ ସରକାରୀ କର୍ମଚାରୀମାନଙ୍କୁ ୪୨ ଦିନର ସ୍ୱତନ୍ତ୍ର ଛୁଟି ଦେବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ବୁଧବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାରୀ ଡାକ୍ତରଙ୍କ ଅନୁମୋଦନରେ ଯେକୌଣସି ଅସ୍ତ୍ରୋପଚାର ପାଇଁ ସର୍ବାଧିକ ୪୨ ଦିନ ପାଇଁ ଏହି ଛୁଟି ସରକାରୀ କର୍ମଚାରୀଙ୍କୁ ମିିଳିପାରିବ। ଡାକ୍ତରଖାନାରେ ଭର୍ତ୍ତି ହେବା ଦିନଠାରୁ ଛୁଟିର ଦିନ ଗଣନା ଆରମ୍ଭ ହେବ। ମାତ୍ର ଆବଶ୍ୟକସ୍ଥଳେ ଅସ୍ତ୍ରୋପଚାରର ଗୋଟିଏ ସପ୍ତାହ ପୂର୍ବରୁ ନିଆଯାଇପାରିବ ବୋଲି ମନ୍ତ୍ରୀ ଅବଗତ କରାଇଛନ୍ତି।

ଏହି ବ୍ୟବସ୍ଥା ୨୦୨୩ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା। ଏହା ଅଙ୍ଗଦାନକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ସରକାର ଆଶା ପୋଷଣ କରିଛନ୍ତି। ସୂଚନାଯୋଗ୍ୟ େଯ କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା (ସି.ଜି.ଏଚ୍‌.ଏସ୍‌.) ଅଧୀନରେ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ଶସ୍ତା ଦରରେ ଚିକିତ୍ସା, ଔଷଧ ଏବଂ ଡାକ୍ତରଖାନାରେ ଭର୍ତ୍ତି ସୁବିଧା ପାଇଥାନ୍ତି। ଅବସର ପରେ ମଧ୍ୟ ସିଜିଏଚ୍‌ଏସ୍‌ ସୁବିଧା ବଳବତ୍ତର ରହିଥାଏ। ଏହାଛଡ଼ା ମହିଳା କର୍ମଚାରୀଙ୍କୁ ୬ ମାସର ପ୍ରସୂତି ଛୁଟି ଏବଂ ପୁରୁଷମାନଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର