ତାମିଲନାଡୁ: ଚିଡିଆଖାନାର ୪ ସିଂହ କରୋନା ସଂକ୍ରମିତ, ଠାବ ହେଲା ଡେଲଟା ଭାରିଏଣ୍ଟ

The Sakala Picture
Published On

ଚେନ୍ନାଇ: ମଣିଷ ପରେ କରୋନା ସଂକ୍ରମିତ ହୋଇଛନ୍ତି ପଶୁ । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ କରୋନା ସଂକ୍ରମିତ ୪ଟି ସିଂହ ପାଖରୁ ମିଳିଛି ଡେଲଟା ଭାରିଏଣ୍ଟ B.1.617.2। ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି । ଭଣ୍ଡାଲୁରୁ ଚିଡ଼ିଆଖାନର ୧୧ ସିଂହଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ସ୍ଥିତ ICAR-NIHSADକୁ ପଠାଯାଇଥିଲା । ଏହାପରେ ଜୁନ୍ ୩ ତାରିଖରେ ୯ ସିଂହଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ […]

ଚେନ୍ନାଇ: ମଣିଷ ପରେ କରୋନା ସଂକ୍ରମିତ ହୋଇଛନ୍ତି ପଶୁ । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଏଣ୍ଟ ଚିହ୍ନଟ ହୋଇଛି । ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ କରୋନା ସଂକ୍ରମିତ ୪ଟି ସିଂହ ପାଖରୁ ମିଳିଛି ଡେଲଟା ଭାରିଏଣ୍ଟ B.1.617.2। ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ସ୍ପଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଣ୍ଡାଲୁରୁ ଚିଡ଼ିଆଖାନର ୧୧ ସିଂହଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ସ୍ଥିତ ICAR-NIHSADକୁ ପଠାଯାଇଥିଲା । ଏହାପରେ ଜୁନ୍ ୩ ତାରିଖରେ ୯ ସିଂହଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ ସିଂହଙ୍କର କରାଯାଇଥିଲା ଜିନୋମ୍ ସିକ୍ୱେନ୍ସିଂ । ଯେଉଁଥିରେ ଚାରିଟି ସିଂହଙ୍କ ପାଖରେ ଡେଲଟା ଭାରିଏଣ୍ଟ ମିଳିଛି । ପୂର୍ବରୁ ଭଣ୍ଡାଲୁରୁ ଚିଡ଼ିଆଖାନରେ ୯ ବର୍ଷର ନୀଳା ଓ ୧୨ ବର୍ଷ ପଥବନାଥନ୍ ସିଂହର କରୋନାର ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଭାରତୀୟ ବାୟୁସେନା: ବ୍ରିଟେନ ପାଇଲଟଙ୍କୁ ତାଲିମ ଦେବେ ୩ ଭାରତୀୟ ଇନଷ୍ଟ୍ରକ୍ଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର