ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଅକ୍ଷୟ

The Sakala Picture
Published On

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ରାଜସ୍ଥାନର ଜୈସଲମେରରେ ‘ବଚ୍ଚନ ପାଣ୍ଡେ’ର ସୁଟିଂ କରୁଛନ୍ତି। ଏହି ଫିଲ୍ମର ଅକ୍ଷୟଙ୍କ ପୁରୁଣା ଫିଲ୍ମ ‘ୱେଲକମ୍’ ସହିତ କନେକ୍ସନ ରହିଛି। ‘ବଚ୍ଚନ ପାଣ୍ଡେ’ରେ ଅକ୍ଷୟ ଜଣେ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଦେଖାଯିବେ। ଏଥିରେ ଅକ୍ଷୟଙ୍କୁ ସୁଧାରିବା କାମ କ୍ରୀତି ସାନନ୍ କରିବେ। ‘ବଚ୍ଚନ ପାଣ୍ଡେ’ରେ ପଙ୍କଜ ତ୍ରିପାଠୀ ଜଣେ ପଣ୍ଡିତ ଭୂମିକାରେ ଦେଖାଯିବେ। ଏଥିରେ ସଞ୍ଜୟ ମିଶ୍ରା ଜଣେ ସୂତ୍ରଧର ଭୂମିକାରେ ଦେଖାଯିବେ। ଫିଲ୍ମର ସୁଟିଂ ଜୈସଲରମେରରେ ମାର୍ଚ୍ଚ ୨ ପର୍ଯ୍ୟନ୍ତ […]

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ରାଜସ୍ଥାନର ଜୈସଲମେରରେ ‘ବଚ୍ଚନ ପାଣ୍ଡେ’ର ସୁଟିଂ କରୁଛନ୍ତି। ଏହି ଫିଲ୍ମର ଅକ୍ଷୟଙ୍କ ପୁରୁଣା ଫିଲ୍ମ ‘ୱେଲକମ୍’ ସହିତ କନେକ୍ସନ ରହିଛି। ‘ବଚ୍ଚନ ପାଣ୍ଡେ’ରେ ଅକ୍ଷୟ ଜଣେ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଦେଖାଯିବେ। ଏଥିରେ ଅକ୍ଷୟଙ୍କୁ ସୁଧାରିବା କାମ କ୍ରୀତି ସାନନ୍ କରିବେ। ‘ବଚ୍ଚନ ପାଣ୍ଡେ’ରେ ପଙ୍କଜ ତ୍ରିପାଠୀ ଜଣେ ପଣ୍ଡିତ ଭୂମିକାରେ ଦେଖାଯିବେ। ଏଥିରେ ସଞ୍ଜୟ ମିଶ୍ରା ଜଣେ ସୂତ୍ରଧର ଭୂମିକାରେ ଦେଖାଯିବେ। ଫିଲ୍ମର ସୁଟିଂ ଜୈସଲରମେରରେ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଏହି ଫିଲ୍ମରେ ଅକ୍ଷୟ ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର୍ ବଚ୍ଚନ ପାଣ୍ଡେ ଭୂମିକାରେ ନଜର ଆସିବେ । ଏଥିରେ କ୍ରୀତି ଜଣେ ସାମ୍ବାଦିକା ଭାବେ ଦେଖାଯିବେ। ସାମ୍ବାଦିକା କ୍ରୀତି ବଚ୍ଚନ ପାଣ୍ଡେଙ୍କୁ ନେଇ ଏକ ଫିଲ୍ମ ତିଆରି କରିବା ପାଇଁ ଭାବନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ବଚ୍ଚନପାଣ୍ଡେଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆସୁଛି ତାକୁ ନେଇ ଫିଲ୍ମର କାହାଣୀ।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

13 Feb 2021 By The Sakala

ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଅକ୍ଷୟ

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ରାଜସ୍ଥାନର ଜୈସଲମେରରେ ‘ବଚ୍ଚନ ପାଣ୍ଡେ’ର ସୁଟିଂ କରୁଛନ୍ତି। ଏହି ଫିଲ୍ମର ଅକ୍ଷୟଙ୍କ ପୁରୁଣା ଫିଲ୍ମ ‘ୱେଲକମ୍’ ସହିତ କନେକ୍ସନ ରହିଛି। ‘ବଚ୍ଚନ ପାଣ୍ଡେ’ରେ ଅକ୍ଷୟ ଜଣେ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ଦେଖାଯିବେ। ଏଥିରେ ଅକ୍ଷୟଙ୍କୁ ସୁଧାରିବା କାମ କ୍ରୀତି ସାନନ୍ କରିବେ। ‘ବଚ୍ଚନ ପାଣ୍ଡେ’ରେ ପଙ୍କଜ ତ୍ରିପାଠୀ ଜଣେ ପଣ୍ଡିତ ଭୂମିକାରେ ଦେଖାଯିବେ। ଏଥିରେ ସଞ୍ଜୟ ମିଶ୍ରା ଜଣେ ସୂତ୍ରଧର ଭୂମିକାରେ ଦେଖାଯିବେ। ଫିଲ୍ମର ସୁଟିଂ ଜୈସଲରମେରରେ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଏହି ଫିଲ୍ମରେ ଅକ୍ଷୟ ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର୍ ବଚ୍ଚନ ପାଣ୍ଡେ ଭୂମିକାରେ ନଜର ଆସିବେ । ଏଥିରେ କ୍ରୀତି ଜଣେ ସାମ୍ବାଦିକା ଭାବେ ଦେଖାଯିବେ। ସାମ୍ବାଦିକା କ୍ରୀତି ବଚ୍ଚନ ପାଣ୍ଡେଙ୍କୁ ନେଇ ଏକ ଫିଲ୍ମ ତିଆରି କରିବା ପାଇଁ ଭାବନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ବଚ୍ଚନପାଣ୍ଡେଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆସୁଛି ତାକୁ ନେଇ ଫିଲ୍ମର କାହାଣୀ।

https://www.thesakala.in/national-international/%E0%AC%97%E0%AD%8D%E0%AD%9F%E0%AC%BE%E0%AC%99%E0%AD%8D%E0%AC%97%E0%AC%B7%E0%AD%8D%E0%AC%9F%E0%AC%B0%E0%AD%8D-%E0%AC%AD%E0%AD%82%E0%AC%AE%E0%AC%BF%E0%AC%95%E0%AC%BE%E0%AC%B0%E0%AD%87-%E0%AC%85/article-2
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର