ରାସ୍ତାକଡ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ

Madhusudan Das Picture
Published On

ସୁବର୍ଣ୍ଣପୁର: ତଳେ ପଡିଛି ବ୍ୟାଗ ଓ ଚପଲ, ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା କଡରେ ଥିବା ଏକ ବରଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ପରିଚୟ ମିଳିପାରି ନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଜାରି ରଖିଛି ପୋଲିସ । 

ଆହୁରି ପଢ଼ନ୍ତୁ: ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଅସୁସ୍ଥ; ହସ୍ପିଟାଲ୍‌ରେ ଭେଟିଲେ ବିଜେଡି ପ୍ରତିନିଧିମଣ୍ଡଳୀ, ଆଶୁ ଆରୋଗ୍ୟ କାମନା କଲେ ନବୀନ

ସୂଚନା ଅନୁସାରେ, ସୋନପୁର ଜିଲ୍ଲା ସିଲାଟି ରାସ୍ତାର ଏକ ବରଗଛରେ ଯୁବକ ଏବଂ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଗଛ ମୂଳରେ ଗୋଟିଏ ବ୍ୟାଗ୍ ଓ ଯୁବକ ଯୁବତୀଙ୍କ ଚପଲ ପଡ଼ିଛି । ପରେ ତୁରନ୍ତ ପୋଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

07 May 2026 By Madhusudan Das

ରାସ୍ତାକଡ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ

ସୁବର୍ଣ୍ଣପୁର: ତଳେ ପଡିଛି ବ୍ୟାଗ ଓ ଚପଲ, ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା କଡରେ ଥିବା ଏକ ବରଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ପରିଚୟ ମିଳିପାରି ନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଜାରି ରଖିଛି ପୋଲିସ । 

ସୂଚନା ଅନୁସାରେ, ସୋନପୁର ଜିଲ୍ଲା ସିଲାଟି ରାସ୍ତାର ଏକ ବରଗଛରେ ଯୁବକ ଏବଂ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଗଛ ମୂଳରେ ଗୋଟିଏ ବ୍ୟାଗ୍ ଓ ଯୁବକ ଯୁବତୀଙ୍କ ଚପଲ ପଡ଼ିଛି । ପରେ ତୁରନ୍ତ ପୋଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର