ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

Madhusudan Das Picture
Published On

ଭୁବନେଶ୍ୱର: ମାଟି ତଳୁ କମୁଛି ପାଣି । ରାଜ୍ୟରେ ଲଗାତାର କମି ଚାଲିଛି ଭୂତଳ ଜଳସ୍ତର । ବିଧାନସଭାରୁ ଆସିଲା ଚିନ୍ତା ଜନକ ତଥ୍ୟ । ବିଗତ ୫ ବର୍ଷ ରେ ଓଡ଼ିଶାରେ ୦.୫୩ ପ୍ରତିଶତ MBGL ଭୂତଳ ଜଳସ୍ତର ହ୍ରାସ ପାଇଥିବା ରେକର୍ଡ ହୋଇଛି । କମୁଥିବା ଭୂତଳ ଜଳସ୍ତରକୁ ରୋକିବା ପାଇଁ ରାଜ୍ୟରେ ଆଡିବନ୍ଧ ଏବଂ Ground Water Recharge Well ନିର୍ମାଣ କରି ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଅଛି । ଏତଦ ବ୍ୟତୀତ, ଭୂଗର୍ଭ ଜଳ ସ୍ତରର ଅବନତି ରୋକିବା ପାଇଁ ସମଗ୍ର ରାଜ୍ୟରେ ୩୩ ଗୋଟି ବନ୍ଧ, ୨୭ ଗୋଟି ବ୍ୟାରେଜ ଏବଂ ୮୯ ଗୋଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରିବା ପାଇଁ ଯୋଜନା କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା CPET ପରୀକ୍ଷା ଆବେଦନ ପାଇଁ ସମୟସୀମା

26 Mar 2026 By Madhusudan Das

ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

ଭୁବନେଶ୍ୱର: ମାଟି ତଳୁ କମୁଛି ପାଣି । ରାଜ୍ୟରେ ଲଗାତାର କମି ଚାଲିଛି ଭୂତଳ ଜଳସ୍ତର । ବିଧାନସଭାରୁ ଆସିଲା ଚିନ୍ତା ଜନକ ତଥ୍ୟ । ବିଗତ ୫ ବର୍ଷ ରେ ଓଡ଼ିଶାରେ ୦.୫୩ ପ୍ରତିଶତ MBGL ଭୂତଳ ଜଳସ୍ତର ହ୍ରାସ ପାଇଥିବା ରେକର୍ଡ ହୋଇଛି । କମୁଥିବା ଭୂତଳ ଜଳସ୍ତରକୁ ରୋକିବା ପାଇଁ ରାଜ୍ୟରେ ଆଡିବନ୍ଧ ଏବଂ Ground Water Recharge Well ନିର୍ମାଣ କରି ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଅଛି । ଏତଦ ବ୍ୟତୀତ, ଭୂଗର୍ଭ ଜଳ ସ୍ତରର ଅବନତି ରୋକିବା ପାଇଁ ସମଗ୍ର ରାଜ୍ୟରେ ୩୩ ଗୋଟି ବନ୍ଧ, ୨୭ ଗୋଟି ବ୍ୟାରେଜ ଏବଂ ୮୯ ଗୋଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ କରିବା ପାଇଁ ଯୋଜନା କରାଯାଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର