ମନୋରଞ୍ଜନ
ଓଡ଼ିଶା
ଜୀବନ ହାରିବାକୁ ଥାନା ଉପରେ ଚଢିଗଲେ ନିଶାଶକ୍ତ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
କଟକ: ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଆତ୍ମହତ୍ୟା କରିବାକୁ ଥାନାର ଛାତ ଉପରକୁ ଚଢିଗଲେ ଯୁବକ । ଅଗ୍ନିମବାହିନୀ ପହଂଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଛି । କଟକ ମଙ୍ଗଳାବାଗ ଥାନାରେ ଘଟିଛି ଅଘଟଣ। ଯୁବକଙ୍କ ଯୁବକ ଜଣକ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ବୋଲି ସୂଚନା ମିଳିଥିବାବେଳେ ତାଙ୍କ ମାନସିକ ସ୍ଥିତି ଠିକ ନଥିବା ଜଣାପଡିଛି । ସେ ନିଶାଶକ୍ତ ଅବସ୍ଥାରେ ଥିବା, ତାଙ୍କର ଜଣେ ସହକର୍ମୀ ସୂଚନା ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ ଜଣେ ବ୍ୟକ୍ତି ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳର ଥିବା ଏକ ଥାନାର ଦୁଇ ମହଲା ଉପରକୁ ଚଢ଼ିଲେ କିପରି ।