ଆଇନକାନୁନକୁ ଖୋଲା ଚ୍ୟାଲେଞ୍ଜ; ଜନଗହଳିପୂର୍ଣ୍ଣ ଅଞ୍ଚଳରେ କଟୁରୀ ବୁଲାଇଲେ ଯୁବକ

Madhusudan Das Picture
Published On

ବାଲେଶ୍ଵର: ହାତରେ ତେଲେଙ୍ଗା କଟୁରୀ ଧରି ମାର୍କେଟ ରାସ୍ତାରେ ବୁଲିଲେ ଯୁବକ। ବାଲେଶ୍ଵର ସହରର ଜନଗହଳି ପୂର୍ଣ୍ଣ ଇଲାକାରେ ହାତରେ ତେଲେଙ୍ଗା କଟୁରୀ ଧରି ଚାଲି ଚାଲି ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯୁବକ ଜଣକ କିଏ ଓ କାହିଁକି ଏଭଳି ମାରଣାସ୍ତ୍ର ଧରି ସହରର ଚିଡିଆପୋଲ ଅଞ୍ଚଳରେ ବୁଲୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଗତକାଲି ସନ୍ଧ୍ୟା ପରେ ଯୁବକ ଜଣକ ବାଲେଶ୍ଵର କଚେରୀ ଆଡୁ ଆସି ଗୋପାଳଗାଁ ରାସ୍ତାରେ ଯାଉଥିବା ଦେଖଣାହାରୀ ମାନେ କହିଥିଲେ। ବାଲେଶ୍ଵର ସହରରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଗତକାଲି ଦୁଇ ଦୁଇଟି ଅପରାଧିକ କାର୍ଯ୍ୟ ଘଟିଥିବା ବେଳେ ପୁଣି ଜଣେ ଯୁବକ ହାତରେ ଏଭଳି ତେଲେଙ୍ଗା କଟୁରୀ ଧରି ବୁଲିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ

25 Mar 2026 By Madhusudan Das

ଆଇନକାନୁନକୁ ଖୋଲା ଚ୍ୟାଲେଞ୍ଜ; ଜନଗହଳିପୂର୍ଣ୍ଣ ଅଞ୍ଚଳରେ କଟୁରୀ ବୁଲାଇଲେ ଯୁବକ

ବାଲେଶ୍ଵର: ହାତରେ ତେଲେଙ୍ଗା କଟୁରୀ ଧରି ମାର୍କେଟ ରାସ୍ତାରେ ବୁଲିଲେ ଯୁବକ। ବାଲେଶ୍ଵର ସହରର ଜନଗହଳି ପୂର୍ଣ୍ଣ ଇଲାକାରେ ହାତରେ ତେଲେଙ୍ଗା କଟୁରୀ ଧରି ଚାଲି ଚାଲି ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯୁବକ ଜଣକ କିଏ ଓ କାହିଁକି ଏଭଳି ମାରଣାସ୍ତ୍ର ଧରି ସହରର ଚିଡିଆପୋଲ ଅଞ୍ଚଳରେ ବୁଲୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଗତକାଲି ସନ୍ଧ୍ୟା ପରେ ଯୁବକ ଜଣକ ବାଲେଶ୍ଵର କଚେରୀ ଆଡୁ ଆସି ଗୋପାଳଗାଁ ରାସ୍ତାରେ ଯାଉଥିବା ଦେଖଣାହାରୀ ମାନେ କହିଥିଲେ। ବାଲେଶ୍ଵର ସହରରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଗତକାଲି ଦୁଇ ଦୁଇଟି ଅପରାଧିକ କାର୍ଯ୍ୟ ଘଟିଥିବା ବେଳେ ପୁଣି ଜଣେ ଯୁବକ ହାତରେ ଏଭଳି ତେଲେଙ୍ଗା କଟୁରୀ ଧରି ବୁଲିବା ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର