ମନୋରଞ୍ଜନ
ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା; ଆଜି ଆଇନଜୀବୀଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ..

କଟକ: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ଆଇନଜୀବୀ ପରିଷଦର ସଦସ୍ୟ ପୀତାମ୍ବର ପଣ୍ଡାଙ୍କୁ ଗୁଳି କରି ନିର୍ମମ ହତ୍ୟାର ତୀବ୍ର ପ୍ରତିବାଦ କରି ଓଡ଼ିଶା ଆଇନଜୀବୀ ପରିଷଦ କଲମଛାଡ଼ ଆନ୍ଦୋଳନ ଡାକରା ଦେଇଛି। ଏଥିସହ ପୀତବାସଙ୍କ ପରିବାରକୁ ସରକାର କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ, ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟିକ ତଦନ୍ତ ଦାବି କରିଛି ରାଜ୍ୟ ଆଇନଜୀବୀ ପରିଷଦ।