ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି AI, ଅପରାଧୀଙ୍କୁ ଚିହ୍ନଟ ସହ କରାଯିବ ଟ୍ରାକ୍

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ସିସିଟିଭି ସହ ଲିଙ୍କ୍ ହୋଇଛି AI । ଫେସରିଡିଂ ବ୍ୟବସ୍ଥାରେ ହାର୍ଡକୋର୍ ଅପରାଧୀଙ୍କୁ ଚିହ୍ନଟ କରାଯିବ । AI ବ୍ୟବସ୍ଥାରେ ଅପରାଧୀଙ୍କୁ ଚିହ୍ନଟ ସହ ଟ୍ରାକ୍ ମଧ୍ୟ କରାଯିବ । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୮୦ପ୍ଲାଟୁନ୍ ଫୋର୍ସ ସହ ସାଢେ ୩ଶହରୁ ଅଧିକ ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ । କେନ୍ଦ୍ରାଞ୍ଚଳ […]

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ସିସିଟିଭି ସହ ଲିଙ୍କ୍ ହୋଇଛି AI । ଫେସରିଡିଂ ବ୍ୟବସ୍ଥାରେ ହାର୍ଡକୋର୍ ଅପରାଧୀଙ୍କୁ ଚିହ୍ନଟ କରାଯିବ । AI ବ୍ୟବସ୍ଥାରେ ଅପରାଧୀଙ୍କୁ ଚିହ୍ନଟ ସହ ଟ୍ରାକ୍ ମଧ୍ୟ କରାଯିବ । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୮୦ପ୍ଲାଟୁନ୍ ଫୋର୍ସ ସହ ସାଢେ ୩ଶହରୁ ଅଧିକ ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ପୁରୀ ଏସପି କନଓ୍ବର ବିଶାଲ ସିଂ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ଯେମିତି ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ସବୁ ବନ୍ଦୋବସ୍ତ କରାଯାଇଥିଲା । ବ୍ୟାରିକେଡିଂ କରାଯିବା ସହ ଦର୍ଶନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିବା ନେଇ ସୂଚନା ଦେଇଥିଲେ ପୋଲିସ ଡିଜି ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

17 Jan 2024 By The Sakala

ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି AI, ଅପରାଧୀଙ୍କୁ ଚିହ୍ନଟ ସହ କରାଯିବ ଟ୍ରାକ୍

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ସିସିଟିଭି ସହ ଲିଙ୍କ୍ ହୋଇଛି AI । ଫେସରିଡିଂ ବ୍ୟବସ୍ଥାରେ ହାର୍ଡକୋର୍ ଅପରାଧୀଙ୍କୁ ଚିହ୍ନଟ କରାଯିବ । AI ବ୍ୟବସ୍ଥାରେ ଅପରାଧୀଙ୍କୁ ଚିହ୍ନଟ ସହ ଟ୍ରାକ୍ ମଧ୍ୟ କରାଯିବ । ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୮୦ପ୍ଲାଟୁନ୍ ଫୋର୍ସ ସହ ସାଢେ ୩ଶହରୁ ଅଧିକ ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ପୁରୀ ଏସପି କନଓ୍ବର ବିଶାଲ ସିଂ ପ୍ରତ୍ୟକ୍ଷ ତତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ଯେମିତି ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେଥିପାଇଁ ସବୁ ବନ୍ଦୋବସ୍ତ କରାଯାଇଥିଲା । ବ୍ୟାରିକେଡିଂ କରାଯିବା ସହ ଦର୍ଶନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ ଆୟୋଜନ କରାଯାଇଥିବା ନେଇ ସୂଚନା ଦେଇଥିଲେ ପୋଲିସ ଡିଜି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର