ମନୋରଞ୍ଜନ
ଓଡ଼ିଶା
ପ୍ରକାଶ ପାଇଲା ଓଜେଏସ- ୨୦୨୧ର ପରୀକ୍ଷାଫଳ: ଆଦ୍ୟାଶା ମିଶ୍ର ଟପ୍ପର, ପୁଅଙ୍କୁ ପଛରେ ପକାଇ ଟପ- ୩ରେ ରହିଲେ ଝିଅ
ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଏସ- ୨୦୨୧ର ପରୀକ୍ଷାଫଳ। ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ। ପୁଅଙ୍କୁ ପଛରେ ପକାଇ ଟପ- ୩ରେ ଝିଅ ରହିଛନ୍ତି। ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ଜଣାପଡ଼ିଛି। ସହିପରି ଚତୁର୍ଥ ସ୍ଥାନରେ ବିଭୁ ପ୍ରସାଦ ନାୟକ, ପଞ୍ଚମ- ସୁସ୍ମିତା ରଥ , ପଷ୍ଠ- ରାଜଲକ୍ଷ୍ମୀ […]
ଭୁବନେଶ୍ବର: ପ୍ରକାଶ ପାଇଲା ଓଜେଏସ- ୨୦୨୧ର ପରୀକ୍ଷାଫଳ। ୫୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ଚେତନା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏ.ଗୀତାଞ୍ଜଳୀ ନାଇଡୁ ତୃତୀୟ। ପୁଅଙ୍କୁ ପଛରେ ପକାଇ ଟପ- ୩ରେ ଝିଅ ରହିଛନ୍ତି। ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ
ସହିପରି ଚତୁର୍ଥ ସ୍ଥାନରେ ବିଭୁ ପ୍ରସାଦ ନାୟକ, ପଞ୍ଚମ- ସୁସ୍ମିତା ରଥ , ପଷ୍ଠ- ରାଜଲକ୍ଷ୍ମୀ ମହାନ୍ତି, ସପ୍ତମ- ରାଜେଶ ମିଶ୍ର, ୮ମ- ସୁସ୍ମିତା ମିଶ୍ର, ୯ମ- ଶୀତେଶ ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ରହିଛନ୍ତି।






