ନାଳରେ କୁମ୍ଭୀର ଛୁଆ

The Sakala Picture
Published On

ଗଣିଆ: ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳର ବଡ଼ମୂଳ ଖଳଖଳା ନାଳ ସେତୁ ତଳେ ଏକ ମଗର ପ୍ରଜାତିର କୁମ୍ଭୀର ଛୁଆ ଦେଖାଯାଇଛି। ମହାନଦୀ ଅବବାହିକାର ସାତକୋଶିଆ ଗଣ୍ଡର ଶେଷ ଭାଗରେ ଥିବା ଏହି ସ୍ଥାନରେ କୁମ୍ଭୀରଟି ଗତ ରବିବାର ଛୁଆ ଦେଇଥିବା ବଡ଼ମୂଳ ଫରେଷ୍ଟର ଦିପ୍ତିରଞ୍ଜନ ଆଚାର୍ଯ୍ଯଙ୍କ ଠାରୁ ସୂଚନା ମିଳିଛି । ଚଳିତ ବର୍ଷା ଋତୁରେ ଛୁଆ କୁମ୍ଭୀର ତଳି ଅଞ୍ଚଳକୁ ଭାସିଯାଉଥିବା ଯୋଗୁଁ ମା କୁମ୍ଭୀରଟି ସୁରକ୍ଷା ପାଇଁ ଏଠାରେ ଛୁଆ ଦେଇଥିବା ଅନୁମାନ କରାଯାଉଛି […]

ଗଣିଆ: ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳର ବଡ଼ମୂଳ ଖଳଖଳା ନାଳ ସେତୁ ତଳେ ଏକ ମଗର ପ୍ରଜାତିର କୁମ୍ଭୀର ଛୁଆ ଦେଖାଯାଇଛି। ମହାନଦୀ ଅବବାହିକାର ସାତକୋଶିଆ ଗଣ୍ଡର ଶେଷ ଭାଗରେ ଥିବା ଏହି ସ୍ଥାନରେ କୁମ୍ଭୀରଟି ଗତ ରବିବାର ଛୁଆ ଦେଇଥିବା ବଡ଼ମୂଳ ଫରେଷ୍ଟର ଦିପ୍ତିରଞ୍ଜନ ଆଚାର୍ଯ୍ଯଙ୍କ ଠାରୁ ସୂଚନା ମିଳିଛି । ଚଳିତ ବର୍ଷା ଋତୁରେ ଛୁଆ କୁମ୍ଭୀର ତଳି ଅଞ୍ଚଳକୁ ଭାସିଯାଉଥିବା ଯୋଗୁଁ ମା କୁମ୍ଭୀରଟି ସୁରକ୍ଷା ପାଇଁ ଏଠାରେ ଛୁଆ ଦେଇଥିବା ଅନୁମାନ କରାଯାଉଛି । ମାଆ ଓ ଛୁଆ କୁମ୍ଭୀରର ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ନଜର ରଖିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର