ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ବର ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ହାଇଟେକ୍‌ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଛି । କିଡନୀ ରୋଗୀଙ୍କ ପାଇଁ ଏହା ଅନେକ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ BSKYକୁ କାର୍ଯ୍ୟକାରୀ କରିବାରେ ହାଇଟେକ ଆଗୁଆ ରହିଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି । […]

ଭୁବନେଶ୍ବର: ଭୁବନେଶ୍ବର ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ହାଇଟେକ୍‌ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଛି । କିଡନୀ ରୋଗୀଙ୍କ ପାଇଁ ଏହା ଅନେକ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ BSKYକୁ କାର୍ଯ୍ୟକାରୀ କରିବାରେ ହାଇଟେକ ଆଗୁଆ ରହିଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି । ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ହାଇଟେକ ହସ୍ପିଟାଲ ନିରନ୍ତର ସେବା ଯୋଗାଇଚାଲିଛି । ପୂର୍ବରୁ ୨୦ ଶଯ୍ୟା ବିଶିଷ୍ଟ ଡାଇଲେସିସ ୟୁନିଟ ଥିବା ବେଳେ ଏବେ ୨୪ ଶଯ୍ୟା ଆଉ ଏକ ଡାଇଲେସିସ ୟୁନିଟ ଗରିବ କିଡନୀ ରୋଗୀଙ୍କୁ ସହାୟକ ହେବ ବୋଲି ହାଇଟେକ ଗ୍ରୁପ ଅଧ୍ୟକ୍ଷ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

20 Apr 2023 By The Sakala

ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଭୁବନେଶ୍ବର ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ହାଇଟେକ୍‌ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଛି । କିଡନୀ ରୋଗୀଙ୍କ ପାଇଁ ଏହା ଅନେକ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ BSKYକୁ କାର୍ଯ୍ୟକାରୀ କରିବାରେ ହାଇଟେକ ଆଗୁଆ ରହିଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି । ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ହାଇଟେକ ହସ୍ପିଟାଲ ନିରନ୍ତର ସେବା ଯୋଗାଇଚାଲିଛି । ପୂର୍ବରୁ ୨୦ ଶଯ୍ୟା ବିଶିଷ୍ଟ ଡାଇଲେସିସ ୟୁନିଟ ଥିବା ବେଳେ ଏବେ ୨୪ ଶଯ୍ୟା ଆଉ ଏକ ଡାଇଲେସିସ ୟୁନିଟ ଗରିବ କିଡନୀ ରୋଗୀଙ୍କୁ ସହାୟକ ହେବ ବୋଲି ହାଇଟେକ ଗ୍ରୁପ ଅଧ୍ୟକ୍ଷ କହିଛନ୍ତି ।

https://www.thesakala.in/latest-odisha-news/mp-manas-mangaraj-inaugurated-new-dialysis-unit-at-hitech-hospital/article-20931
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର