କମିଶନରେଟ ପୁଲିସ ଲଞ୍ଚ କଲା ‘କୁଣ୍ଡଳୀ’ ଓ ‘ସନ୍ଧାନ’ ଆପ୍, ରହିବ ଅପରାଧିକ ଡାଟା

The Sakala Picture
Published On

ଭୁବନେଶ୍ୱର: ଅପରାଧି ମାନେ ଏଣିକି ପୁଲିସଠୁ ଖସି ଯାଇପରିବେ ନାହିଁ। ପୁଲିସ ପାଖରେ ରହିବ ସମସ୍ତ ତଥ୍ୟ । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ଅପରାଧି ମାନଙ୍କ ଡାଟା ରହିବ। ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି ପୁଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ୍। ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା। ‘ସନ୍ଧାନ’ […]

ଭୁବନେଶ୍ୱର: ଅପରାଧି ମାନେ ଏଣିକି ପୁଲିସଠୁ ଖସି ଯାଇପରିବେ ନାହିଁ। ପୁଲିସ ପାଖରେ ରହିବ ସମସ୍ତ ତଥ୍ୟ । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ଅପରାଧି ମାନଙ୍କ ଡାଟା ରହିବ। ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି ପୁଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ୍।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା। ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ । ପ୍ରପର୍ଟି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଦୁଇଟି ଆପ । ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳୀ’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍ । ପ୍ରପର୍ଟି ଖୋଜିବାରେ ମଧ୍ୟ ଅଧିକ ସଫଳତା ମିଳିଛି।

ଆହୁରି ପଢ଼ନ୍ତୁ: ଫେସବୁକରେ ଲାଇଭ କରି ହଷ୍ଟେଲରେ ଝୁଲି ପଡିଲେ ଯୁବତୀ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର କମିଶନରେଟ ପୁଲିସ ପ୍ରଥମ ଥର ପାଇଁ ଏପରି ପ୍ରୟାସ କରିଛି। ଆଗକୁ ଓଡିଶା ପୁଲିସ ୱେବସାଇଟ ସହ ଯୋଗାଯୋଗ କରାହେବ । ଏବେ ପୁଲିସ ବିଭାଗରେ ଏହା ସହଯୋଗ କରିବ ଆଗକୁ ସାଧାରଣ ଲୋକଙ୍କ ପାଇଁ ଏହା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

17 Jun 2021 By The Sakala

କମିଶନରେଟ ପୁଲିସ ଲଞ୍ଚ କଲା ‘କୁଣ୍ଡଳୀ’ ଓ ‘ସନ୍ଧାନ’ ଆପ୍, ରହିବ ଅପରାଧିକ ଡାଟା

ଭୁବନେଶ୍ୱର: ଅପରାଧି ମାନେ ଏଣିକି ପୁଲିସଠୁ ଖସି ଯାଇପରିବେ ନାହିଁ। ପୁଲିସ ପାଖରେ ରହିବ ସମସ୍ତ ତଥ୍ୟ । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ଅପରାଧି ମାନଙ୍କ ଡାଟା ରହିବ। ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି ପୁଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ୍।

ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା। ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ । ପ୍ରପର୍ଟି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଦୁଇଟି ଆପ । ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳୀ’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍ । ପ୍ରପର୍ଟି ଖୋଜିବାରେ ମଧ୍ୟ ଅଧିକ ସଫଳତା ମିଳିଛି।

ଭୁବନେଶ୍ୱର କମିଶନରେଟ ପୁଲିସ ପ୍ରଥମ ଥର ପାଇଁ ଏପରି ପ୍ରୟାସ କରିଛି। ଆଗକୁ ଓଡିଶା ପୁଲିସ ୱେବସାଇଟ ସହ ଯୋଗାଯୋଗ କରାହେବ । ଏବେ ପୁଲିସ ବିଭାଗରେ ଏହା ସହଯୋଗ କରିବ ଆଗକୁ ସାଧାରଣ ଲୋକଙ୍କ ପାଇଁ ଏହା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର