ଦୁର୍ନୀତି ମାମଲାରେ ଫେରାର ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ବର: କୋରାପୁଟ ନାରାୟଣପଟଣାର ପୂର୍ବତନ ବିଡିଓ ରେମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ୭ଟି ମାମଲା ରୁଜୁ କରିଛି। ସେ ୨୦୧୫ ଠାରୁ ଫେରାର ଥିଲେ। ଦୀର୍ଘ ୮ ବର୍ଷ ପରେ ଆଜି ଓଡିଶା ଭିଜିଲାନ୍ସ ରେମେଶ ଚନ୍ଦ୍ର ସାହୁଙ୍କୁ ନୂଆ ଦିଲ୍ଲୀରୁ ଗିରଫ କରିଛି। କୋର୍ଟରେ ହାଜରପରେ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଭୁବନେଶ୍ବର ଅଣାଯିବ।

21 Aug 2023
By The Sakala

⊕ https://www.thesakala.in/latest-odisha-news/koraput/after-8-years-vigilance-arrested-the-former-bdo/article-24650