ଜାଗର ଯାତ୍ରାରୁ ଟେକିନେଇ ନାବାଳିକାକୁ ଗଣଦୁଷ୍କର୍ମ : ୨ ଅଭିଯୁକ୍ତ ଗିରଫ, ଜଣେ ଫେରାର

The Sakala Picture
Published On

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଚାଲିଥିବା ଜାଗର ମେଳା ଦେଖିବା ପାଇଁ ଯାଇଥିବା ଜଣେ ୧୪ ବର୍ଷିୟ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣା ନେଇ ପୀଡ଼ିତାଜଣକ ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୁଲିସ ତଦନ୍ତ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଗିରଫ ଦୁଇ ଯୁବକ ହେଲେ ରଣଜିତ ମହାନ୍ତ ଓ ପାଣ୍ଡବ ନାଏକ। ଗତ ଶନିବାର ସନ୍ଧ୍ୟାରେ ସମ୍ପୃକ୍ତା ନାବାଳିକାଜଣକ ନିଜ […]

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଚାଲିଥିବା ଜାଗର ମେଳା ଦେଖିବା ପାଇଁ ଯାଇଥିବା ଜଣେ ୧୪ ବର୍ଷିୟ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣା ନେଇ ପୀଡ଼ିତାଜଣକ ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୁଲିସ ତଦନ୍ତ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଗିରଫ ଦୁଇ ଯୁବକ ହେଲେ ରଣଜିତ ମହାନ୍ତ ଓ ପାଣ୍ଡବ ନାଏକ। ଗତ ଶନିବାର ସନ୍ଧ୍ୟାରେ ସମ୍ପୃକ୍ତା ନାବାଳିକାଜଣକ ନିଜ ଭାଇ ସହ ଜାଗର ମେଳା ଦେଖିବାକୁ ଯାଇଥିଲେ । ସେହି ସମୟରେ ଅନ୍ଧାରର ସୁଯୋଗ ନେଇ ଉପରୋକ୍ତ ଦୁଇ ଯୁବକ ସହ ଅନ୍ୟ ଜଣେ ମିଶି ନାବାଳିକାଙ୍କୁ ମେଳାରୁ ଟେକି ନେଇ ଏକ ଘର ଭିତରେ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

07 Mar 2022 By The Sakala

ଜାଗର ଯାତ୍ରାରୁ ଟେକିନେଇ ନାବାଳିକାକୁ ଗଣଦୁଷ୍କର୍ମ : ୨ ଅଭିଯୁକ୍ତ ଗିରଫ, ଜଣେ ଫେରାର

ତୁରୁମୁଙ୍ଗା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଚାଲିଥିବା ଜାଗର ମେଳା ଦେଖିବା ପାଇଁ ଯାଇଥିବା ଜଣେ ୧୪ ବର୍ଷିୟ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣା ନେଇ ପୀଡ଼ିତାଜଣକ ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୁଲିସ ତଦନ୍ତ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଗିରଫ ଦୁଇ ଯୁବକ ହେଲେ ରଣଜିତ ମହାନ୍ତ ଓ ପାଣ୍ଡବ ନାଏକ। ଗତ ଶନିବାର ସନ୍ଧ୍ୟାରେ ସମ୍ପୃକ୍ତା ନାବାଳିକାଜଣକ ନିଜ ଭାଇ ସହ ଜାଗର ମେଳା ଦେଖିବାକୁ ଯାଇଥିଲେ । ସେହି ସମୟରେ ଅନ୍ଧାରର ସୁଯୋଗ ନେଇ ଉପରୋକ୍ତ ଦୁଇ ଯୁବକ ସହ ଅନ୍ୟ ଜଣେ ମିଶି ନାବାଳିକାଙ୍କୁ ମେଳାରୁ ଟେକି ନେଇ ଏକ ଘର ଭିତରେ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

https://www.thesakala.in/latest-odisha-news/kendujhar/gang-rape-of-minor-girl-in-jagar-jatra/article-9769
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର