ମନୋରଞ୍ଜନ
ଗାଁ ମଝିରେ ହାଣିଲେ ଦୁର୍ବୃତ୍ତ: ବାପା ମୃତ, ପୁଅ ଗୁରୁତର
ଖୋର୍ଦ୍ଧା: ବୋଲଗଡ଼ ଥାନା ଝାନସିପାଟଣା ଗାଁରେ ଅଭାବନୀୟ ଘଟଣା । ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଭୁଜାଲି ମାଡ଼ରେ ବାପାଙ୍କ ମୃତ୍ୟୁ ହେବା ସହ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ରାସ୍ତାରେ ଯାଉଥିବା ସମୟରେ ଅଚାନକ ବାଇକରେ ଆସି ଭୁଜାଲିରେ ଆକ୍ରମଣ କରି ୩ ଦୁର୍ବୃତ୍ତ ଚମ୍ପଟ୍ ମାରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।