ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା: ଖୁବଶୀଘ୍ର STF ସହ କଥା ହେବ IB

The Sakala Picture
Published On

ଭୁବନେଶ୍ୱର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା। ଖୁବଶୀଘ୍ର STF ସହ ଏନେଇ କଥା ହେବ ଇଣ୍ଟେଲିଯେନ୍ସ ବ୍ୟୁରୋ। ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା ବିରୋଧରେ ସିଲିଗୁଡି ଥାନାରେ ଅଛି ମାମଲା। ଅଫିସିଆଲ ଡାଟା ଲିକ ନେଇ ଅଭିଯୁକ୍ତକୁ ବିରୋଧରେ ହୋଇଥିଲା ସମନ। ହାଜର ନହେବାରୁ ଅଭିଯୁକ୍ତ ବିରୋଧରେ ଜାରି ହୋଇଥିଲା NBW । ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାର ସହ ଯୋଗାଯୋଗରେ ଥିଲେ ପଠାଣି। ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାରର ଘର ସିଲିଗୁଡି। […]

ଭୁବନେଶ୍ୱର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା। ଖୁବଶୀଘ୍ର STF ସହ ଏନେଇ କଥା ହେବ ଇଣ୍ଟେଲିଯେନ୍ସ ବ୍ୟୁରୋ। ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା ବିରୋଧରେ ସିଲିଗୁଡି ଥାନାରେ ଅଛି ମାମଲା। ଅଫିସିଆଲ ଡାଟା ଲିକ ନେଇ ଅଭିଯୁକ୍ତକୁ ବିରୋଧରେ ହୋଇଥିଲା ସମନ। ହାଜର ନହେବାରୁ ଅଭିଯୁକ୍ତ ବିରୋଧରେ ଜାରି ହୋଇଥିଲା NBW । ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାର ସହ ଯୋଗାଯୋଗରେ ଥିଲେ ପଠାଣି। ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାରର ଘର ସିଲିଗୁଡି। ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି STF । ମ୍ୟୁଲ ଆକାଉଣ୍ଟ କରି ଚଳାଇଥିଲେ ଦେଶଦ୍ରୋହୀ କାର୍ଯ୍ୟ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

16 May 2023 By The Sakala

ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା: ଖୁବଶୀଘ୍ର STF ସହ କଥା ହେବ IB

ଭୁବନେଶ୍ୱର: ଗୁଇନ୍ଦା ତଥ୍ୟ ହାସଲ ପାଇଁ ଆଇଏସ୍‌ଆଇ ଏଜେଣ୍ଟଙ୍କ ହନିଟ୍ରାପ ଘଟଣା। ଖୁବଶୀଘ୍ର STF ସହ ଏନେଇ କଥା ହେବ ଇଣ୍ଟେଲିଯେନ୍ସ ବ୍ୟୁରୋ। ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା ବିରୋଧରେ ସିଲିଗୁଡି ଥାନାରେ ଅଛି ମାମଲା। ଅଫିସିଆଲ ଡାଟା ଲିକ ନେଇ ଅଭିଯୁକ୍ତକୁ ବିରୋଧରେ ହୋଇଥିଲା ସମନ। ହାଜର ନହେବାରୁ ଅଭିଯୁକ୍ତ ବିରୋଧରେ ଜାରି ହୋଇଥିଲା NBW । ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାର ସହ ଯୋଗାଯୋଗରେ ଥିଲେ ପଠାଣି। ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାରର ଘର ସିଲିଗୁଡି। ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି STF । ମ୍ୟୁଲ ଆକାଉଣ୍ଟ କରି ଚଳାଇଥିଲେ ଦେଶଦ୍ରୋହୀ କାର୍ଯ୍ୟ।

https://www.thesakala.in/latest-odisha-news/honeytrap-incident-by-isi-agents-to-get-information-on-guinda-data/article-21698
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର