ଦଣ୍ଡ ନାଚରେ ଲାଗିଲା କଟକଣା, ସର୍ବାଧିକ ୨୫ ଜଣଙ୍କୁ ଅନୁମତି

The Sakala Picture
Published On

ଗଞ୍ଜାମ: କରୋନା ମାମଲା ରାଜ୍ଯରେ ପୁଣି ଥରେ ବୃଦ୍ଧି ଘଟିଛି। ଏ ନେଇ ୧୦ଟା ଜିଲାରେ ଆସନ୍ତା ୫ତାରଖରୁ ନାଇଟ କର୍ଫ୍ଯୁ ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ଯ କରୋନାକୁ ହରାଇବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜମା ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଚିଲିଛି। ଏହି ଯାତ୍ରା ଯୋଗୁଁ ଯେପରି କରୋନା ସଂକ୍ରମଣ ବୃଦ୍ଧି ନ ହେଉ ସେଥିପାଇଁ ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଛି। ଏହି ଦଣ୍ଡ ନାଚରେ ସର୍ବାଧିକ ୨୫ ଜଣ […]

ଗଞ୍ଜାମ: କରୋନା ମାମଲା ରାଜ୍ଯରେ ପୁଣି ଥରେ ବୃଦ୍ଧି ଘଟିଛି। ଏ ନେଇ ୧୦ଟା ଜିଲାରେ ଆସନ୍ତା ୫ତାରଖରୁ ନାଇଟ କର୍ଫ୍ଯୁ ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ଯ କରୋନାକୁ ହରାଇବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜମା ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଚିଲିଛି। ଏହି ଯାତ୍ରା ଯୋଗୁଁ ଯେପରି କରୋନା ସଂକ୍ରମଣ ବୃଦ୍ଧି ନ ହେଉ ସେଥିପାଇଁ ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଛି। ଏହି ଦଣ୍ଡ ନାଚରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ ବୋଲି ଞ୍ଜାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସେହିପରି ରାତିରେ ପ୍ରତିବର୍ଷ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା କରାଯାଇଛି । ତାରାତାରିଣୀ ମନ୍ଦିର ଓ ପାହାଡ଼ ତଳେ ପ୍ରତିବର୍ଷ ଚୁଟି ପକାଯାଉଥିବାରୁ ଏହାକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଦଣ୍ଡନାଚରେ ଶାରିରୀକ ଦୂରତା ରକ୍ଷା ପାଇଁ ନିର୍ଦେଶକରିବା ସହ ଦୋକାନୀ ମାନେ ପଞ୍ଚସୂତୟ ନିର୍ଦେଶାବଳୀ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର