ନିଖୋଜ ଯୁବକଙ୍କ ଶବ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର

The Sakala Picture
Published On

ଟିଟିଲାଗଡ : ଟିଟିଲାଗଡ ସହର ମଧ୍ୟ ରେ ଥିବା ଦେବନ୍ଦପଡ଼ାର ଗୋବର୍ଦ୍ଧନ କାଣ୍ଡ ଙ୍କ ପୁଅ ଉମାକାନ୍ତ କାଣ୍ଡ ଅନେକ ଦିନ ରୁ ନିଖୋଜ ଥିବା ଟିଟିଲାଗଡ ପୋଲିସ ଷ୍ଟେସନ ରେ ଅଭିଯୋଗ ହୋଇଥିଲା। ଟିଟିଲାଗଡ ପୋଲିସ ର ତଦନ୍ତ ପରେ ଆଜି ରାୟଗଡ଼ା ଜିଲ୍ଲା ଥିରୁବାଳି ନିକଟସ୍ଥ ଏକ ଗ୍ରାମ ରୁ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ଗତ ମେ ୪ ତାରିଖ ଦିନ ଟିଟିଲାଗଡ ସହର ମଧ୍ୟରେ ଥିବା […]

ଟିଟିଲାଗଡ : ଟିଟିଲାଗଡ ସହର ମଧ୍ୟ ରେ ଥିବା ଦେବନ୍ଦପଡ଼ାର ଗୋବର୍ଦ୍ଧନ କାଣ୍ଡ ଙ୍କ ପୁଅ ଉମାକାନ୍ତ କାଣ୍ଡ ଅନେକ ଦିନ ରୁ ନିଖୋଜ ଥିବା ଟିଟିଲାଗଡ ପୋଲିସ ଷ୍ଟେସନ ରେ ଅଭିଯୋଗ ହୋଇଥିଲା। ଟିଟିଲାଗଡ ପୋଲିସ ର ତଦନ୍ତ ପରେ ଆଜି ରାୟଗଡ଼ା ଜିଲ୍ଲା ଥିରୁବାଳି ନିକଟସ୍ଥ ଏକ ଗ୍ରାମ ରୁ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ଗତ ମେ ୪ ତାରିଖ ଦିନ ଟିଟିଲାଗଡ ସହର ମଧ୍ୟରେ ଥିବା ଶିରଭଟା ପଡ଼ା ର ରୁମାନ ବଗର୍ତ୍ତି ନାମକ ଜଣେ ଯୁବକ ନିଜ ଭଉଣୀ ର ମେଡିକାଲ କାମ ଅଛି କହି ରାୟଗଡ଼ା କୁ ଉମାକାନ୍ତ କୁ ଡାକି ନେଇ ଥିଲା। ସେହିଦିନ ରୁ ଉମାକାନ୍ତ ନିଖୋଜ ଥିବା ଉମାକାନ୍ତ ର ବଡ଼ ଭାଇ ଓ ବାପା ଟିଟିଲାଗଡ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ। ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ହତ୍ୟା ହୋଇଥିବା ଉମାକାନ୍ତ ର ପରିବାର ଲୋକେ ଅଭିଯୋଗ କରିଥିଲେ। ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କ ନେତୃତ୍ୱ ରେ ତଦନ୍ତ ଆରମ୍ଭ ହୋଇଥିଲା। ମେ ୨୯ ରେ ଏସ ଆଇ ସାବିତ୍ରୀ ଖାକା ଙ୍କ ନେତୃତ୍ୱରେ ଏଏସଆଇ ଧର୍ମେନ୍ଦ୍ର ମାଝୀ, କନଷ୍ଟେବଳ ଟିକୁ କିର୍ଶାନି, କନଷ୍ଟେବଳ ଭାଗିରଥି ବାଲା, କନଷ୍ଟେବଳ ହିନବା ଲେବଡିଆ ଙ୍କ ଏକ ଟିମ୍ ଅଭିଯୁକ୍ତ ରୁମାନ୍ ବଗର୍ତ୍ତି ଓ ମୃତ ଉମାକାନ୍ତ କାଣ୍ଡ ର ବଡ଼ ଭାଇ ଭୁବନ କାଣ୍ଡ ସହ ରାୟଗଡ଼ା ଯାଇଥିଲେ। ସେଠାରେ ତଦନ୍ତ ରୁ ଜଣାପଡିଥିଲା ଯେ ରୁମାନ ବଗର୍ତ୍ତି ତାର ସମ୍ପର୍କୀୟ ଦୁଇ ଭାଇ ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ୍ଟ ସହ ମିଶି ଉମାକାନ୍ତ ର ହତ୍ୟା କରି ଥିରୁବାଲୀ ନିକଟସ୍ଥ ଏକ ଗ୍ରାମ ରେ ମାଟି ତଳେ ପୋତି ଦେଇଥିବା। ପୋଲିସ ଉକ୍ତ ସ୍ଥାନ କୁ ପହଂଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଢ଼ାଉଥିବା ସୂଚନା ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବା ବୋଲି ପୋଲିସ ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

30 May 2021 By The Sakala

https://www.thesakala.in/latest-odisha-news/found-the-body-of-a-missing-youth-family-filed-a-murder-charge/article-2512
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର