ଚୀନର ବେଜିଂରେ ପଖାଳ ଦିବସ ପାଳନ

The Sakala Picture
Published On

ଭୁବନେଶ୍ବର: ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ। କେବଳ ଓଡ଼ିଶାରେ ନୁହେଁ ବିଦେଶରେ ମଧ୍ୟ ପଖାଳ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି। ଆଜି ଚୀନର ବେଜିଂ ସହରର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ପଖାଳ ଦିବସ ପାଳନ ହୋଇଛି। ଏଥିସହ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ରେଷ୍ଟୁରାଣ୍ଟଟି ନାଁ ହେଉଛି […]

ଭୁବନେଶ୍ବର: ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ। କେବଳ ଓଡ଼ିଶାରେ ନୁହେଁ ବିଦେଶରେ ମଧ୍ୟ ପଖାଳ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି। ଆଜି ଚୀନର ବେଜିଂ ସହରର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ପଖାଳ ଦିବସ ପାଳନ ହୋଇଛି। ଏଥିସହ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ରେଷ୍ଟୁରାଣ୍ଟଟି ନାଁ ହେଉଛି Dastaan Indian Cuisine। ଏହି ରେଷ୍ଟୁରାଷ୍ଟଟି ଓଡ଼ିଶା ବଂଶୋଦ୍ଭବ ଜଗତସିଂହପୁରର ଜଣେ ବଙ୍ଗୀୟ ବ୍ୟକ୍ତି ରବି ଉଲଙ୍କର । ସେ ଗତ ବର୍ଷରୁ ଏହି ପଖାଳ ଦିବସ ଆରମ୍ଭ କରିଛନ୍ତି। ସେ ଆଗକୁ ଓଡ଼ିଆ ପିଠା ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

 

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର