ଚିନ୍ତା ବଢ଼ାଉଛି କରୋନା, ଆଲେନ୍ ଇନଷ୍ଟିଚ୍ୟୁଟ୍ ସିଲ୍ କଲା ବିଏମସି

The Sakala Picture
Published On

ଭୁବନେଶ୍ୱର: ଚିନ୍ତା ବଢାଉଛି କରୋନା । ରାଜ୍ଯରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ଯ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବଢିବାର ଲାଗିଛି। ରାଜଧାନୀରେ ଥିବା ଏକ ପ୍ରମୁଖ କୋଚିଂ ସେଣ୍ଟର ଆଲେନ୍ ଇନଷ୍ଟିଚ୍ୟୁଟକୁ ବିଏମସି ସିଲ୍ କରିଛି । ଇନଷ୍ଟିଚ୍ୟୁଟର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ଏକି ପଦକ୍ଷେପ ନିଆଯାଇଛି । ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି […]

ଭୁବନେଶ୍ୱର: ଚିନ୍ତା ବଢାଉଛି କରୋନା । ରାଜ୍ଯରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ଯ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବଢିବାର ଲାଗିଛି। ରାଜଧାନୀରେ ଥିବା ଏକ ପ୍ରମୁଖ କୋଚିଂ ସେଣ୍ଟର ଆଲେନ୍ ଇନଷ୍ଟିଚ୍ୟୁଟକୁ ବିଏମସି ସିଲ୍ କରିଛି । ଇନଷ୍ଟିଚ୍ୟୁଟର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ଏକି ପଦକ୍ଷେପ ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଶିକ୍ଷାନୁଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ଥିବା ବେଳେ, ଶିକ୍ଷାନୁଷ୍ଠାନକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୭୧ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆଲେନ ଇନଷ୍ଟିଚ୍ୟୁଟରୁ ୩୦ରୁ ଅଧିକ ପଜିଟିଭ ବାହାରିଥିବା ଜଣାପଡ଼ିଛି । ସେହିପରି ଆଇଆଇଟି ଅରଗୁଳ ୩ରୁ ୪ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

28 Mar 2021 By The Sakala

ଚିନ୍ତା ବଢ଼ାଉଛି କରୋନା, ଆଲେନ୍ ଇନଷ୍ଟିଚ୍ୟୁଟ୍ ସିଲ୍ କଲା ବିଏମସି

ଭୁବନେଶ୍ୱର: ଚିନ୍ତା ବଢାଉଛି କରୋନା । ରାଜ୍ଯରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ଯ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବଢିବାର ଲାଗିଛି। ରାଜଧାନୀରେ ଥିବା ଏକ ପ୍ରମୁଖ କୋଚିଂ ସେଣ୍ଟର ଆଲେନ୍ ଇନଷ୍ଟିଚ୍ୟୁଟକୁ ବିଏମସି ସିଲ୍ କରିଛି । ଇନଷ୍ଟିଚ୍ୟୁଟର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ଏକି ପଦକ୍ଷେପ ନିଆଯାଇଛି ।

ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଶିକ୍ଷାନୁଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ଥିବା ବେଳେ, ଶିକ୍ଷାନୁଷ୍ଠାନକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୭୧ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆଲେନ ଇନଷ୍ଟିଚ୍ୟୁଟରୁ ୩୦ରୁ ଅଧିକ ପଜିଟିଭ ବାହାରିଥିବା ଜଣାପଡ଼ିଛି । ସେହିପରି ଆଇଆଇଟି ଅରଗୁଳ ୩ରୁ ୪ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ।

https://www.thesakala.in/latest-odisha-news/bmc-seal-alen-institute-in-bhubaneswar/article-1057
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର