ପ୍ରତିହିଂସା ପରାୟଣ ହେଉଛନ୍ତି ବିଜେପି ସରକାର, ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି: ଅରୁଣ ସାହୁ

The Sakala Picture
Published On

ଭୁବନେଶ୍ବର: ବିଜେପି ସରକାର ଠିକ ଭାବେ ଶାସନ ଚଳାଇବା ଜାଣି ନାହାନ୍ତି । ସରକାର ପ୍ରତିହିଂସା ପରାୟଣ ହେଉଛନ୍ତି । ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି । ଆଉ କଂଗ୍ରେସ ଓ ବିଜେଡି ସଦସ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ସରକାର ଭାବୁଛନ୍ତି ପୋଲିସ ଦ୍ୱାରା ଦମନ କରିବେ । ତାହା କିନ୍ତୁ ସମ୍ଭବ ନୁହେଁ । ଏବେ ଯେମିତି ପୋଲିସ ଛାଉଣୀ […]

ଭୁବନେଶ୍ବର: ବିଜେପି ସରକାର ଠିକ ଭାବେ ଶାସନ ଚଳାଇବା ଜାଣି ନାହାନ୍ତି । ସରକାର ପ୍ରତିହିଂସା ପରାୟଣ ହେଉଛନ୍ତି । ବିଧାନସଭା ଭିତରେ ଓ ବାହାରେ ବଳ ପ୍ରୟୋଗ କରୁଛନ୍ତି । ଆଉ କଂଗ୍ରେସ ଓ ବିଜେଡି ସଦସ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ସେ କହିଛନ୍ତି, ସରକାର ଭାବୁଛନ୍ତି ପୋଲିସ ଦ୍ୱାରା ଦମନ କରିବେ । ତାହା କିନ୍ତୁ ସମ୍ଭବ ନୁହେଁ । ଏବେ ଯେମିତି ପୋଲିସ ଛାଉଣୀ ହୋଇଛି, ଲାଗୁଛି ରୁଷ- ଯୁକ୍ରେନ ଲଢେଇ ଚାଲିଛି । ଶାନ୍ତିପ୍ରିୟ ରାଜ୍ୟକୁ ଅଶାନ୍ତ କରିବାରେ ବିଜେପିର ହାତ ରହିଛି ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର