ନାମାଙ୍କନ ଦାଖଲ ପୂର୍ବରୁ ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍

Madhusudan Das Picture
Published On

ଭଦ୍ରକ: ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍ । ନାମାଙ୍କନ ଦାଖଲ ପୂର୍ବରୁ ଭଦ୍ରକର ୨ଟି କଲେଜରେ ନିର୍ବାଚନ ବାତିଲ୍ । ଏନେଇ ମହାବିଦ୍ୟାଳୟ ପରିସରରେ ଲାଗିଛି ନୋଟିସ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଭଦ୍ରକ ମହିଳା ମହାବିଦ୍ୟାଳୟ ଓ ଭଣ୍ଡାରିପୋଖରୀ ନାଆମୀ କଲେଜରେ ନିର୍ବାଚନ ବାତିଲ୍ ହୋଇଛି । କଲେଜର ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାତିଲ୍ କରିଛନ୍ତି ପ୍ରିନ୍ସପାଲ । 

ଆହୁରି ପଢ଼ନ୍ତୁ: SCBରେ ଯୁବକଙ୍କ ହାଇଡ୍ରାମା, ପାଣି ଟାଙ୍କି ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

ତେବେ ନିର୍ବାଚନ ବାତିଲ ସତ୍ତ୍ୱେ କିଛି ଆଶାୟୀ ପ୍ରାର୍ଥୀ ସମର୍ଥକଙ୍କ ସହ ଶୋଭାଯାତ୍ରା କରୁଥିବା ଦେଖାଯାଇଛି। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଦୀର୍ଘ ୮ ବର୍ଷ ପରେ କଲେଜ ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହାପରେ କଲେଜ କ୍ୟାମ୍ପସ ଉଠୁଛି ପଡୁଛି । ପ୍ରାର୍ଥୀମାନେ ଜୋରଦାର କଲେଣି ପ୍ରଚାର ।

ଆହୁରି ପଢ଼ନ୍ତୁ: ବିଜେଡି ମିଡିଆ ସେଲ୍‌ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର