ଭାରସାମ୍ୟ ହରାଇ ବରଯାତ୍ରୀ ସଵାରୀ ଗାଡି ଓଲଟିଲା , ୧ମୃତ ୧୨ରୁ ଅଧିକ ଗୁରୁତର ଆହାତ

The Sakala Picture
Published On

ବାରିପଦା : ବୁଧବାର ସକାଳେ ଭାରସାମ୍ୟ ହରାଇ ବରଯାତ୍ରୀ ନେଇ ଫେରୁଥିବା ସଵାରୀ ଗାଡି ଦୁର୍ଘଟଣା ଘଟିଛି । ଫଳରେ ଜଣେ ମୃତ ଓ ୧୨ଜଣ ଗୁରୁତର ଆହାତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍କୁଚା ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି ଫେରୁଥିବା କୁଳିଅଣା ଥାନା ଅଧୀନ କାଠସିର୍ସି ଅଞ୍ଚଳର ବରଯାତ୍ରୀ ଗାଡିଟି ଭାରସାମ୍ୟ ହରେଇ ରାସ୍ତା କଡ଼କୁ ଓଲଟି […]

ବାରିପଦା : ବୁଧବାର ସକାଳେ ଭାରସାମ୍ୟ ହରାଇ ବରଯାତ୍ରୀ ନେଇ ଫେରୁଥିବା ସଵାରୀ ଗାଡି ଦୁର୍ଘଟଣା ଘଟିଛି । ଫଳରେ ଜଣେ ମୃତ ଓ ୧୨ଜଣ ଗୁରୁତର ଆହାତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍କୁଚା ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି ଫେରୁଥିବା କୁଳିଅଣା ଥାନା ଅଧୀନ କାଠସିର୍ସି ଅଞ୍ଚଳର ବରଯାତ୍ରୀ ଗାଡିଟି ଭାରସାମ୍ୟ ହରେଇ ରାସ୍ତା କଡ଼କୁ ଓଲଟି ପଡିଥିଲା।ଫଳରେ ଗାଡି ରେ ଥିବା ୧୩ଜଣ ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ର ମୃତ୍ୟୁ ଘଟିଛି । ଅନ୍ୟ ୧୨ ଗୁରୁତର ଆହାତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାରିପଦାସ୍ଥିତ ପିଆର ଏମ ମେଡିକାଲ ଓ କଲେଜକୁ ପଠାଇଛନ୍ତି।ତେବେ ମୃତକ ଓ ଗୁରୁତରଙ୍କ ପରିଚୟ ମିଳି ପାରି ନାହିଁ।

ଆହୁରି ପଢ଼ନ୍ତୁ: ବୌଦ୍ଧରେ BLOଙ୍କ ଆତ୍ମହତ୍ୟା: SIR କାର୍ଯ୍ୟ ପାଇଁ ମାନସିକ ଚାପ ଓ ଅଧିକାରୀଙ୍କ ଧମକ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ

01 Jun 2022 By The Sakala

ଭାରସାମ୍ୟ ହରାଇ ବରଯାତ୍ରୀ ସଵାରୀ ଗାଡି ଓଲଟିଲା , ୧ମୃତ ୧୨ରୁ ଅଧିକ ଗୁରୁତର ଆହାତ

ବାରିପଦା : ବୁଧବାର ସକାଳେ ଭାରସାମ୍ୟ ହରାଇ ବରଯାତ୍ରୀ ନେଇ ଫେରୁଥିବା ସଵାରୀ ଗାଡି ଦୁର୍ଘଟଣା ଘଟିଛି । ଫଳରେ ଜଣେ ମୃତ ଓ ୧୨ଜଣ ଗୁରୁତର ଆହାତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍କୁଚା ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି ଫେରୁଥିବା କୁଳିଅଣା ଥାନା ଅଧୀନ କାଠସିର୍ସି ଅଞ୍ଚଳର ବରଯାତ୍ରୀ ଗାଡିଟି ଭାରସାମ୍ୟ ହରେଇ ରାସ୍ତା କଡ଼କୁ ଓଲଟି ପଡିଥିଲା।ଫଳରେ ଗାଡି ରେ ଥିବା ୧୩ଜଣ ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ର ମୃତ୍ୟୁ ଘଟିଛି । ଅନ୍ୟ ୧୨ ଗୁରୁତର ଆହାତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାରିପଦାସ୍ଥିତ ପିଆର ଏମ ମେଡିକାଲ ଓ କଲେଜକୁ ପଠାଇଛନ୍ତି।ତେବେ ମୃତକ ଓ ଗୁରୁତରଙ୍କ ପରିଚୟ ମିଳି ପାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର