ପୁରୀରେ ହୋଟେଲ୍ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍କାଉଣ୍ଟର
ପୁରୀ: ହତ୍ୟା ଅଭିଯୁକ୍ତ ଚନ୍ଦନ ପଲାରଙ୍କୁ ଏନ୍କାଉଣ୍ଟର । ଓମ୍କାରେଶ୍ୱର ରୋଡ୍ରେ ଚନ୍ଦନକୁ ଏନ୍କାଉଣ୍ଟର୍ କଲା ପୁରୀ ପୋଲିସ । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ପୋଲିସ ଗୁଳିରେ ଗୁରୁତର ଚନ୍ଦନ ପଲାରକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀର ବଳିଆପଣ୍ଡା ହୋଟେଲ୍ ମାଲିକ ହତ୍ୟାକାଣ୍ଡରେ ଚନ୍ଦନ ପାଲାରର ସଂପୃକ୍ତି ଥିବା ସୂଚନା ।
ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏହାସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ ।