ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ, ଟଙ୍କା ନେଇ ନପାରି ହାର୍ଡ ଡିସ୍କ ଭାଙ୍ଗି ନେଇଗଲେ ଦୁର୍ବୁତ୍ତ

The Sakala Picture
Published On

ସୋର: ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ। ସୋର ଥାନା ଅନ୍ତର୍ଗତ ଅନନ୍ତପୁର ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି। ଲୁଟେରାମାନେ ବ୍ୟାଙ୍କର ପଛପଟ ଝରକା ଏବଂ ଗ୍ରିଲ ଭାଙ୍ଗି ବ୍ୟାଙ୍କ ଭିତରେ ପଶି କିଛି ଦୁର୍ବୁତ୍ତ ସିସି କେମେରାର ହାର୍ଡଡିସ୍କକୁ ଭାଙ୍ଗି ନେଇଯାଇଛନ୍ତି । କ୍ୟାସ ଟ୍ରେଜେରୀ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହେବାପରେ ଷ୍ଟ୍ରଙ୍ଗ ରୁମରେ ଥିବା ବାକ୍ସ ଗୁଡିକୁ ଭାଙ୍ଗି ଦେଇଛନ୍ତି। ଶାଖା ପରିଚାଳକଙ୍କ ଲିଖିତ […]

ସୋର: ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ। ସୋର ଥାନା ଅନ୍ତର୍ଗତ ଅନନ୍ତପୁର ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି। ଲୁଟେରାମାନେ ବ୍ୟାଙ୍କର ପଛପଟ ଝରକା ଏବଂ ଗ୍ରିଲ ଭାଙ୍ଗି ବ୍ୟାଙ୍କ ଭିତରେ ପଶି କିଛି ଦୁର୍ବୁତ୍ତ ସିସି କେମେରାର ହାର୍ଡଡିସ୍କକୁ ଭାଙ୍ଗି ନେଇଯାଇଛନ୍ତି । କ୍ୟାସ ଟ୍ରେଜେରୀ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହେବାପରେ ଷ୍ଟ୍ରଙ୍ଗ ରୁମରେ ଥିବା ବାକ୍ସ ଗୁଡିକୁ ଭାଙ୍ଗି ଦେଇଛନ୍ତି। ଶାଖା ପରିଚାଳକଙ୍କ ଲିଖିତ ଅଭିଯୋଗ ପରେ ଅନନ୍ତପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର