ୟୁଜିସି ନେଟ୍‍ ପାଇଁ ଆବେଦନ ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ଏନଟିଏ ପକ୍ଷରୁ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‍) ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୦ ତାରିଖ ଆବେଦନ ଶେଷ ଦିନ ରହିଛି। ଛାତ୍ରଛାତ୍ରୀ ମେ’ ୨୦ ଯାଏଁ ଆବେଦନ ଓ ୨୧ ତାରିଖରେ ତ୍ରୁଟି ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ମୋଟ୍‍ ୮୨ଟି ବିଷୟରେ ନେଟ୍‍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଟି ଟର୍ମର ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେବ। ସକାଳ ୯ରୁ ୧୨ ଓ ଅପରାହ୍ଣ ୩ରୁ […]

ଭୁବନେଶ୍ୱର: ଏନଟିଏ ପକ୍ଷରୁ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‍) ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୦ ତାରିଖ ଆବେଦନ ଶେଷ ଦିନ ରହିଛି। ଛାତ୍ରଛାତ୍ରୀ ମେ’ ୨୦ ଯାଏଁ ଆବେଦନ ଓ ୨୧ ତାରିଖରେ ତ୍ରୁଟି ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ମୋଟ୍‍ ୮୨ଟି ବିଷୟରେ ନେଟ୍‍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଟି ଟର୍ମର ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେବ। ସକାଳ ୯ରୁ ୧୨ ଓ ଅପରାହ୍ଣ ୩ରୁ ୬ ଟା ଯାଏଁ ଦୁଇଟି ସିଫ୍ଟରେ ମଧ୍ୟ ପରୀକ୍ଷା ହେବ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

05 May 2022 By The Sakala

ୟୁଜିସି ନେଟ୍‍ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଏନଟିଏ ପକ୍ଷରୁ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‍) ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୦ ତାରିଖ ଆବେଦନ ଶେଷ ଦିନ ରହିଛି। ଛାତ୍ରଛାତ୍ରୀ ମେ’ ୨୦ ଯାଏଁ ଆବେଦନ ଓ ୨୧ ତାରିଖରେ ତ୍ରୁଟି ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ମୋଟ୍‍ ୮୨ଟି ବିଷୟରେ ନେଟ୍‍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଟି ଟର୍ମର ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେବ। ସକାଳ ୯ରୁ ୧୨ ଓ ଅପରାହ୍ଣ ୩ରୁ ୬ ଟା ଯାଏଁ ଦୁଇଟି ସିଫ୍ଟରେ ମଧ୍ୟ ପରୀକ୍ଷା ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp