୨୦୨୪ ସୁଦ୍ଧା ରାଜ୍ୟର ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ପାନୀୟଜଳ ସୁବିଧା ପାଇଁ ୪ ଲକ୍ଷ ୭୭ ହଜାର ୧୯୪ଟି ନଳକୂପ ଓ ୧୩ ହଜାର ୮୯୩ଟି ପାଇପ୍‍ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ୨୦୨୪ ଶେଷ ସୁଦ୍ଧା ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ୪ ହଜାର ୬୦୪ ଏକାଧିକ ଗ୍ରାମ ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ୨୦୭ଟି ବୃହତ୍ତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଓ ୬ହଜାର ୧୨୩ଟି ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର […]

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ପାନୀୟଜଳ ସୁବିଧା ପାଇଁ ୪ ଲକ୍ଷ ୭୭ ହଜାର ୧୯୪ଟି ନଳକୂପ ଓ ୧୩ ହଜାର ୮୯୩ଟି ପାଇପ୍‍ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ୨୦୨୪ ଶେଷ ସୁଦ୍ଧା ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ୪ ହଜାର ୬୦୪ ଏକାଧିକ ଗ୍ରାମ ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ୨୦୭ଟି ବୃହତ୍ତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଓ ୬ହଜାର ୧୨୩ଟି ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଇଛି। ଏତଦ୍‍ବ୍ୟତୀତ ସମ୍ପ୍ରତି ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୨ହଜାର ୧୫୪ଟି ପାଇପ ଜଳଯୋଗାଣ ପ୍ରକଳ୍ପକୁ ମୁଣ୍ଡପିଛା ୭୦ ଲିଟର ହିସାବରେ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

30 Nov 2022 By The Sakala

୨୦୨୪ ସୁଦ୍ଧା ରାଜ୍ୟର ସବୁ ଗ୍ରାମୀଣ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଣ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ପାନୀୟଜଳ ସୁବିଧା ପାଇଁ ୪ ଲକ୍ଷ ୭୭ ହଜାର ୧୯୪ଟି ନଳକୂପ ଓ ୧୩ ହଜାର ୮୯୩ଟି ପାଇପ୍‍ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ୨୦୨୪ ଶେଷ ସୁଦ୍ଧା ଟ୍ୟାପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ୪ ହଜାର ୬୦୪ ଏକାଧିକ ଗ୍ରାମ ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ୨୦୭ଟି ବୃହତ୍ତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଓ ୬ହଜାର ୧୨୩ଟି ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଇଛି। ଏତଦ୍‍ବ୍ୟତୀତ ସମ୍ପ୍ରତି ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୨ହଜାର ୧୫୪ଟି ପାଇପ ଜଳଯୋଗାଣ ପ୍ରକଳ୍ପକୁ ମୁଣ୍ଡପିଛା ୭୦ ଲିଟର ହିସାବରେ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର