Thursday Horoscope: ଗୁରୁବାର ରାଶିଫଳ (୨୬-୧୧-୨୦୨୬)
ମେଷ: ଦିନଟି ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ପରିବାର ସହ ଭଲ ସମୟ ବିତାଇବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ।
ବୃଷ: ମନରେ କିଛି ନକାରାତ୍ମକ ଚିନ୍ତା ଆସିପାରେ। କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ। ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ। ପରିସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟରେ ତିକ୍ତତା ଦେଖା ଦେବ।
ମିଥୁନ: ଦିନଟିରେ ଆତ୍ମବିଶ୍ବାସ ବଢ଼ିବ। ଅଫିସ୍ରେ ନୂଆ ଦାୟିତ୍ବ ମିଳିପାରେ। ବ୍ୟବସାୟରେ ଉନ୍ନତର ସୁଯୋଗ ଅଛି। ପରିବାରରେ ଖୁସିର ବାତାବରଣ ରହିବ।
କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ। ସମ୍ପର୍କରେ ମଧୁରତା ବଢ଼ିବ।
ସିଂହ: ଦିନଟି ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ଅଧୁରା କାମ ପୂରଣ ହେବ। ସମାଜରେ ମାନସମ୍ମାନ ବଢ଼ିବ। ପ୍ରେମ ଜୀବନ ସୁଖମୟ ହେବ।
କନ୍ୟା: ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। କୌଣସି ନିଷ୍ପତ୍ତି ନେବାରେ ଦ୍ବନ୍ଦ୍ବ ଦେଖାଦେଇପାରେ। ଅର୍ଥ ନିବେଶ କରିବା ପୂର୍ବରୁ ଚିନ୍ତା କରନ୍ତୁ। ଧୈର୍ଯ୍ୟ ରଖିଲେ ସଫଳତା ମିଳିବ।
ତୁଳା: ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ନୂଆ କାମ ଆରମ୍ଭ କରିବାର ଯୋଜନା କରିପାରନ୍ତି। ପୁରୁଣା ନିବେଶରୁ ଲାଭ ମିଳିପାରେ। ବନ୍ଧୁଙ୍କ ସହ ସମ୍ପର୍କ ମଜୁଭତ ହେବ।
ବିଛା: କର୍ମକ୍ଷେତ୍ରରେ ବ୍ୟସ୍ତତା ବଢ଼ିବ। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦେଲେ ସଫଳତା ମିଳିବ। ପରିବାର ସହ ଖୁସି ସମୟ ବିତାଇବେ। ଘରର ଉନ୍ନତି ପାଇଁ ଯୋଜନା କରିପାରନ୍ତି।
ଧନୁ: ଭାଗ୍ୟ ସାଥ୍ ଦେବ। ବରିଷ୍ଠଙ୍କ ଆଶୀର୍ବାଦରେ ଅଟକି ଥିବା କାମ ପୂରଣ ହୋଇପାରେ। ଆର୍ଥକ ସ୍ଥତିରେ ସୁଧାର ଆସିବ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ।
ମକର: ମନରେ ଅସ୍ଥିରତା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରନ୍ତୁ। ଆର୍ଥିକ ନିବେଶରେ ସତର୍କ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ପୁରୁଣା କଥାକୁ ନେଇ ବିବାଦ କରନ୍ତୁନି।
କୁମ୍ଭ: କର୍ମକ୍ଷେତ୍ରରୁ ଶୁଭ ଖବର ମିଳିପାରେ। ପରିବାରରେ ଖୁସିର ମାହୋଲ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ନୂଆ ଯୋଜନାରେ ସଫଳତା ମିଳିପାରେ।
ମୀନ: ଚାକିରି କ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। ଅଧିକ ଦାୟିତ୍ବ ମିଳିବା ସହ ପଦୋନ୍ନତିର ଆଶା ରହିଛି। ପାରିବାରିକ ଜୀବନ ଖୁସିମୟ ରହିବ। ଆର୍ଥିକ ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ।






