୧୪ ସ୍ଥାନୀୟ ଆତଙ୍କୀଙ୍କ ଲିଷ୍ଟ ଜାରି କଲା ଭାରତ…

The Sakala Picture
Published On

ନୂଆଦିଲ୍ଲୀ: ଘାଟି ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଗଲା ଆତଙ୍କବାଦୀଙ୍କ କାଉଣ୍ଟ ଡାଉନ୍।  ପହଲଗାମ୍‌ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନର୍କର ବାଟ ଦେଖାଇ ସାରିଛି ଭାରତୀୟ ସେନା । ଏବେ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆକ୍ଟିଭ ଥିବା ୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି । ସେନା […]

ନୂଆଦିଲ୍ଲୀ: ଘାଟି ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଗଲା ଆତଙ୍କବାଦୀଙ୍କ କାଉଣ୍ଟ ଡାଉନ୍।  ପହଲଗାମ୍‌ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନର୍କର ବାଟ ଦେଖାଇ ସାରିଛି ଭାରତୀୟ ସେନା । ଏବେ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆକ୍ଟିଭ ଥିବା ୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍‌ ସହ ଆଲୋଚନାକୁ ଖଣ୍ଡନ କଲା ସାଉଦି ଆରବ, କହିଲା "ଆମ ଆଭିମୁଖ୍ୟ ବଦଳିନାହିଁ"

ସେନା ପକ୍ଷରୁ ଘାଟିରେ ଆକ୍ଟିଭ ଥିବା ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି । ଏମାନଙ୍କ ସମ୍ପୂର୍ଣ୍ଣ ଡାଟା ଏବେ ସେନା ପାଖରେ ରହିଛି ।  ସେନା ଲିଷ୍ଟ ଅନୁସାରେ ଅବନ୍ତିପୁରାରେ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆକ୍ଟିଭ ଅଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈସର ଦୁଇ ଜଣ ଲେଖାଏଁ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୋଫିୟାନାରେ ହିଜବୁଲଓ ଜଣେ, ଲସ୍କରର ୪ ଜଣ, ଅନନ୍ତନାଗରେ ହିଜବୁଲର ୨ ଜଣ, କୁଲଗାଓଁରେ ଲସ୍କରର ଜଣେ ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ପ୍ରସ୍ତୁତି: ମଧ୍ୟପ୍ରାଚ୍ୟକୁ ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ସହ ୯,୦୦୦ ସୈନ୍ୟ ପଠାଉଛନ୍ତି ଟ୍ରମ୍ପ

 

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବଦଳରେ ମୁମ୍ବାଇରୁ କାହିଁକି ଆନ୍ଦୋଳନ କରୁଛନ୍ତି ସିଜେପି ନେତା ଅଭିଜୀତ ଡିପକେ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର