ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ

The Sakala Picture
Published On

ନୂଆଦିଲ୍ଲୀ: ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜଙ୍ଗଲରେ ଯବାନଙ୍କ ବଡ଼ ଅପରେସନ । ଯବାନଙ୍କ ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ବୁଧବାର ସକାଳେ କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ସୁରକ୍ଷା ବଳଙ୍କ ଗୁଳିବିନିମୟ ହୋଇଥିଲା । ନକ୍ସଲଙ୍କ ବିରୋଧରେ ମିଶନ ସଂକଳ୍ପ ଅଭିଯାନରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ବଡ଼ ଅପରେସନ ଜାରି ରହିଛି ।  ଅପରେସନରେ ଜିଲ୍ଲାର ରିଜର୍ଭ ଫୋର୍ସ, ଡିଆରଜି, କୋବ୍ରା ବାଟାଲିୟନ, ସ୍ପେଶାଲ୍ ଟାସ୍କ […]

ନୂଆଦିଲ୍ଲୀ: ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜଙ୍ଗଲରେ ଯବାନଙ୍କ ବଡ଼ ଅପରେସନ । ଯବାନଙ୍କ ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ବୁଧବାର ସକାଳେ କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ସୁରକ୍ଷା ବଳଙ୍କ ଗୁଳିବିନିମୟ ହୋଇଥିଲା । ନକ୍ସଲଙ୍କ ବିରୋଧରେ ମିଶନ ସଂକଳ୍ପ ଅଭିଯାନରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ବଡ଼ ଅପରେସନ ଜାରି ରହିଛି ।  ଅପରେସନରେ ଜିଲ୍ଲାର ରିଜର୍ଭ ଫୋର୍ସ, ଡିଆରଜି, କୋବ୍ରା ବାଟାଲିୟନ, ସ୍ପେଶାଲ୍ ଟାସ୍କ ଫୋର୍ସ ଓ ରାଜ୍ୟ ପୋଲିସର ସମସ୍ତ ୟୁନିଟ ୨୪ଶହରୁ ଅଧିକ ସୁରକ୍ଷା ବଳ ସାମିଲ ହୋଇଛନ୍ତି। ଏବେବି ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଅଭାବନୀୟ ଘଟଣା: ପରସ୍ପରକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ

14 May 2025 By The Sakala

ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ

ନୂଆଦିଲ୍ଲୀ: ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତ ବିଜାପୁର ଜଙ୍ଗଲରେ ଯବାନଙ୍କ ବଡ଼ ଅପରେସନ । ଯବାନଙ୍କ ଏନକାଉଣ୍ଟରରେ ୨୨ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି । ବୁଧବାର ସକାଳେ କାରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହିତ ସୁରକ୍ଷା ବଳଙ୍କ ଗୁଳିବିନିମୟ ହୋଇଥିଲା । ନକ୍ସଲଙ୍କ ବିରୋଧରେ ମିଶନ ସଂକଳ୍ପ ଅଭିଯାନରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ବଡ଼ ଅପରେସନ ଜାରି ରହିଛି ।  ଅପରେସନରେ ଜିଲ୍ଲାର ରିଜର୍ଭ ଫୋର୍ସ, ଡିଆରଜି, କୋବ୍ରା ବାଟାଲିୟନ, ସ୍ପେଶାଲ୍ ଟାସ୍କ ଫୋର୍ସ ଓ ରାଜ୍ୟ ପୋଲିସର ସମସ୍ତ ୟୁନିଟ ୨୪ଶହରୁ ଅଧିକ ସୁରକ୍ଷା ବଳ ସାମିଲ ହୋଇଛନ୍ତି। ଏବେବି ବିଜାପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର