ଏହିସବୁ ଜିନିଷ ଘରକୁ ଆଣିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧିରେ ପୁରିଉଠିଥାଏ ଘର

The Sakala Picture
Published On

ଘରେ ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଘରେ ଲଗାତାର କଳି ଝଗଡ଼ା ଲାଗି ରହିଲେ, ଘରେ ବାସ୍ତୁ ସହିତ କିଛି ସମସ୍ୟା ଥାଇପାରେ ବୋଲି ଜାଣିବାକୁ ହେବ। ସେହିସବୁ ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ଦୂର କରିହେବ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି – ଧାତୁରେ ତିଆରି କଇଁଚ ଆଣି […]

ଘରେ ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଘରେ ଲଗାତାର କଳି ଝଗଡ଼ା ଲାଗି ରହିଲେ, ଘରେ ବାସ୍ତୁ ସହିତ କିଛି ସମସ୍ୟା ଥାଇପାରେ ବୋଲି ଜାଣିବାକୁ ହେବ। ସେହିସବୁ ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ଦୂର କରିହେବ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି –

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

  • ଧାତୁରେ ତିଆରି କଇଁଚ ଆଣି ଘରେ ରଖିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହେବ। ଯଦି ମିଶ୍ରିତଧାତୁର କଇଁଚ ଆଣୁଛନ୍ତି, ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି କରିଥାଏ।

  • ଧାତୁ କିମ୍ବା ସ୍ଫଟିକର ପିରାମିଡ୍‌ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।

  • ମୋତିଶଙ୍ଖ ଘରକୁ ଆଣିବା ଶୁଭ। ଏହାଦ୍ବାରା ନକାରାତ୍ମକତା ଦୂର କରିବା ସହିତ ଧନବୃଦ୍ଧି ହୋଇଥାଏ। ଏହାକୁ ପୂଜା କରିବା ପରେ ଘରର ଆଲମାରୀରେ ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହେବ।

  • ମୟୂର ପର ବେଶ୍‌ ଚମତ୍କାରୀ। ତିନୋଟି ମୟୂର ପୁଚ୍ଛ କିଣିଆଣନ୍ତୁ। ଏହାଦ୍ବାରା ଭାଗ୍ୟରେ ଉନ୍ନତି ହେବା ସହ ସବୁ ବାଧାବିଘ୍ନ ଦୂର ହେବ।

  • ଲାଫିଙ୍ଗ୍‌ ବୁଦ୍ଧ ଘରକୁ ଆଣନ୍ତୁ। ଏହାକୁ ଆଣି ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଲାଫିଙ୍ଗ୍‌ ବୁଦ୍ଧ ରଖିବା ଦ୍ବାରା ଘରେ ଧନର ଅଭାବ ରହିବ ନାହିଁ।

05 Jan 2022 By The Sakala

ଏହିସବୁ ଜିନିଷ ଘରକୁ ଆଣିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧିରେ ପୁରିଉଠିଥାଏ ଘର

ଘରେ ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଘରେ ଲଗାତାର କଳି ଝଗଡ଼ା ଲାଗି ରହିଲେ, ଘରେ ବାସ୍ତୁ ସହିତ କିଛି ସମସ୍ୟା ଥାଇପାରେ ବୋଲି ଜାଣିବାକୁ ହେବ। ସେହିସବୁ ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ଦୂର କରିହେବ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି –

  • ଧାତୁରେ ତିଆରି କଇଁଚ ଆଣି ଘରେ ରଖିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହେବ। ଯଦି ମିଶ୍ରିତଧାତୁର କଇଁଚ ଆଣୁଛନ୍ତି, ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି କରିଥାଏ।

  • ଧାତୁ କିମ୍ବା ସ୍ଫଟିକର ପିରାମିଡ୍‌ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।

  • ମୋତିଶଙ୍ଖ ଘରକୁ ଆଣିବା ଶୁଭ। ଏହାଦ୍ବାରା ନକାରାତ୍ମକତା ଦୂର କରିବା ସହିତ ଧନବୃଦ୍ଧି ହୋଇଥାଏ। ଏହାକୁ ପୂଜା କରିବା ପରେ ଘରର ଆଲମାରୀରେ ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହେବ।

  • ମୟୂର ପର ବେଶ୍‌ ଚମତ୍କାରୀ। ତିନୋଟି ମୟୂର ପୁଚ୍ଛ କିଣିଆଣନ୍ତୁ। ଏହାଦ୍ବାରା ଭାଗ୍ୟରେ ଉନ୍ନତି ହେବା ସହ ସବୁ ବାଧାବିଘ୍ନ ଦୂର ହେବ।

  • ଲାଫିଙ୍ଗ୍‌ ବୁଦ୍ଧ ଘରକୁ ଆଣନ୍ତୁ। ଏହାକୁ ଆଣି ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଲାଫିଙ୍ଗ୍‌ ବୁଦ୍ଧ ରଖିବା ଦ୍ବାରା ଘରେ ଧନର ଅଭାବ ରହିବ ନାହିଁ।

https://www.thesakala.in/special/these-things-will-fills-the-house-with-happiness-and-prosperity/article-8151
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର