ବାସ୍ତୁ ଅନୁସାରେ ଚୟନ କରନ୍ତୁ ରଙ୍ଗ; ଭାଗ୍ୟରେ ଉନ୍ନତି ଆସିବା ସହ ନକାରାତ୍ମକ ଶକ୍ତି ହେବ ଦୂର

The Sakala Picture
Published On

ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ। ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍‌ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ। ଲାଲ୍ ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ ଲାଲ୍ ରଙ୍ଗର ବ୍ୟବହାର କରାଯାଏ। ଲାଲ୍ ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ମାନ ଏବଂ ସମ୍ମାନ ବୃଦ୍ଧି ପାଉଥିବାର […]

ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ। ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍‌ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ଲାଲ୍
ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ ଲାଲ୍ ରଙ୍ଗର ବ୍ୟବହାର କରାଯାଏ। ଲାଲ୍ ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ମାନ ଏବଂ ସମ୍ମାନ ବୃଦ୍ଧି ପାଉଥିବାର ବିଶ୍ବାସ ରହିଛି।

ହଳଦିଆ
ବାସ୍ତୁ ଅନୁସାରେ, ଏହି ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ନାୟୁଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଏହା ମସ୍ତିଷ୍କକୁ ସକ୍ରିୟ କରିଥାଏ। ସୁନା ଏବଂ ରୁପା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଲାଭକାରୀ।

କମଳା
କମଳା ରଙ୍ଗ ହେଉଛି ଜ୍ଞାନ, ଶକ୍ତି, ପ୍ରେମ ଏବଂ ସୁଖର ପ୍ରତୀକ। ଜୀବନରେ ନିରାଶ ଅନୁଭବ କରିବା ସହ ଉଦାସୀନତାର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ରଙ୍ଗକୁ ହୋଲିରେ ବ୍ୟବହାର କରନ୍ତୁ।

ନୀଳ
ନୀଳ ରଙ୍ଗ ସ୍ୱଚ୍ଛ, ନିଷ୍ପାପ, କରୁଣାମୟ ଏବଂ ଉଚ୍ଚ ଚିନ୍ତାଧାରାକୁ ସୂଚାଇଥାଏ। ବାସ୍ତୁ ଅନୁସାରେ, ଏହି ରଙ୍ଗ ଆକାଶ ଏବଂ ଜଳକୁ ପ୍ରତିନିଧିତ୍ବ କରେ। ଏହି ରଙ୍ଗ ଶାରୀରିକ ଅସୁସ୍ଥତାକୁ ଦୂରେଇ ଯନ୍ତ୍ରଣା ହ୍ରାସ କରିଥାଏ।

ଗୋଲାପି
ଗୋଲାପି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିଙ୍କ ମନ ଦୃଢ଼ ହୋଇଥାଏ। ଏହି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିମାନେ ଅସୁବିଧା ସମୟରେ ମଧ୍ୟ ହାର ମାନନ୍ତି ନାହିଁ। ଜୀବନରେ ପ୍ରେମ ଚାହୁଁଥିବା ବ୍ୟକ୍ତି ଏହି ରଙ୍ଗରେ ହୋଲି ଖେଳିବା ଉତ୍ତମ।

07 Mar 2023 By The Sakala

ବାସ୍ତୁ ଅନୁସାରେ ଚୟନ କରନ୍ତୁ ରଙ୍ଗ; ଭାଗ୍ୟରେ ଉନ୍ନତି ଆସିବା ସହ ନକାରାତ୍ମକ ଶକ୍ତି ହେବ ଦୂର

ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ। ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍‌ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ।

ଲାଲ୍
ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ ଲାଲ୍ ରଙ୍ଗର ବ୍ୟବହାର କରାଯାଏ। ଲାଲ୍ ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ମାନ ଏବଂ ସମ୍ମାନ ବୃଦ୍ଧି ପାଉଥିବାର ବିଶ୍ବାସ ରହିଛି।

ହଳଦିଆ
ବାସ୍ତୁ ଅନୁସାରେ, ଏହି ରଙ୍ଗରେ ହୋଲି ଖେଳିବା ଦ୍ବାରା ସ୍ନାୟୁଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଏହା ମସ୍ତିଷ୍କକୁ ସକ୍ରିୟ କରିଥାଏ। ସୁନା ଏବଂ ରୁପା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଲାଭକାରୀ।

କମଳା
କମଳା ରଙ୍ଗ ହେଉଛି ଜ୍ଞାନ, ଶକ୍ତି, ପ୍ରେମ ଏବଂ ସୁଖର ପ୍ରତୀକ। ଜୀବନରେ ନିରାଶ ଅନୁଭବ କରିବା ସହ ଉଦାସୀନତାର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ରଙ୍ଗକୁ ହୋଲିରେ ବ୍ୟବହାର କରନ୍ତୁ।

ନୀଳ
ନୀଳ ରଙ୍ଗ ସ୍ୱଚ୍ଛ, ନିଷ୍ପାପ, କରୁଣାମୟ ଏବଂ ଉଚ୍ଚ ଚିନ୍ତାଧାରାକୁ ସୂଚାଇଥାଏ। ବାସ୍ତୁ ଅନୁସାରେ, ଏହି ରଙ୍ଗ ଆକାଶ ଏବଂ ଜଳକୁ ପ୍ରତିନିଧିତ୍ବ କରେ। ଏହି ରଙ୍ଗ ଶାରୀରିକ ଅସୁସ୍ଥତାକୁ ଦୂରେଇ ଯନ୍ତ୍ରଣା ହ୍ରାସ କରିଥାଏ।

ଗୋଲାପି
ଗୋଲାପି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିଙ୍କ ମନ ଦୃଢ଼ ହୋଇଥାଏ। ଏହି ରଙ୍ଗରେ ହୋଲି ଖେଳୁଥିବା ବ୍ୟକ୍ତିମାନେ ଅସୁବିଧା ସମୟରେ ମଧ୍ୟ ହାର ମାନନ୍ତି ନାହିଁ। ଜୀବନରେ ପ୍ରେମ ଚାହୁଁଥିବା ବ୍ୟକ୍ତି ଏହି ରଙ୍ଗରେ ହୋଲି ଖେଳିବା ଉତ୍ତମ।

https://www.thesakala.in/special/choose-colors-according-to-the-vastu-in-holi/article-19625
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର