ଆଜି ଶନି ଅମାବାସ୍ୟା, ଦାନ ଦ୍ବାରା ପ୍ରାପ୍ତି ହୁଏ ଉତ୍ତମ ଫଳ

The Sakala Picture
Published On

ଆଜି ହେଉଛି ଫାଲଗୁନ ମାସ ଅମାବାସ୍ୟା ତିଥି। ଶନିବାର ଦିନ ପଡୁଥିବା ଏହି ଅମାବାସ୍ୟାକୁ ଶନି ଅମାବାସ୍ୟା କୁହାଯାଏ। ଏହିଦିନ ପିତୃପୁରୁଷଙ୍କୁ ମନେ ପକାଇବା ତଥା ଦାନ ଆଦି କରିବା ଉଚିତ୍। ଯେଉଁମାନେ ଶନିଙ୍କ ସାଢ଼େ ସାତିରେ ପୀଡ଼ିତ ସେମାନେ ଶନି ଅମାବାସ୍ୟ କରିବା ଉଚିତ। କୁହାଯାଏ ଏହିଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବା ଦ୍ବାରା ଉତ୍ତମ ଫଳ ପ୍ରାପ୍ତି ହୁଏ। କୁମ୍ଭ ରାଶି ବ୍ୟକ୍ତି ବିଶେଶଙ୍କ ଲାଗି ଉକ୍ତ ଅମାବାସ୍ୟା ଖୁବ୍ ଗୁରୁତ୍ବପୂର୍ଣ୍ଣ। […]

ଆଜି ହେଉଛି ଫାଲଗୁନ ମାସ ଅମାବାସ୍ୟା ତିଥି। ଶନିବାର ଦିନ ପଡୁଥିବା ଏହି ଅମାବାସ୍ୟାକୁ ଶନି ଅମାବାସ୍ୟା କୁହାଯାଏ। ଏହିଦିନ ପିତୃପୁରୁଷଙ୍କୁ ମନେ ପକାଇବା ତଥା ଦାନ ଆଦି କରିବା ଉଚିତ୍। ଯେଉଁମାନେ ଶନିଙ୍କ ସାଢ଼େ ସାତିରେ ପୀଡ଼ିତ ସେମାନେ ଶନି ଅମାବାସ୍ୟ କରିବା ଉଚିତ। କୁହାଯାଏ ଏହିଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବା ଦ୍ବାରା ଉତ୍ତମ ଫଳ ପ୍ରାପ୍ତି ହୁଏ।

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

କୁମ୍ଭ ରାଶି ବ୍ୟକ୍ତି ବିଶେଶଙ୍କ ଲାଗି ଉକ୍ତ ଅମାବାସ୍ୟା ଖୁବ୍ ଗୁରୁତ୍ବପୂର୍ଣ୍ଣ। ତେବେ ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଓ ଶୁକ୍ର ଚାରି ଗ୍ରହ ଗୋଟିଏ ରାଶିରେ ରହନ୍ତି। ଆଜି ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଏହି ଅମାବାସ୍ୟା ରହିବ। ସକାଳୁ ପିତୃପୁରୁଷଙ୍କୁ ତର୍ପଣ କରାଯାଏ। ଶନି ମନ୍ତ୍ର ଜପ ସହ ଶନି ଉପାସନ କଲେ ଶୁଭଫଳ ପ୍ରାପ୍ତି ହୁଏ। ଗରିବ ତଥା ବୁଲା ଗାଈ ଓ କୁକୁରଙ୍କୁ ମଧ୍ୟ ଖାଦ୍ୟ ଦେବା ଉଚିତ୍।

ଆହୁରି ପଢ଼ନ୍ତୁ: ୟୁପିଆଇ ଏମଡିଆର (UPI MDR) ଶୁଳ୍କ ଲାଗୁ ନେଇ ବଡ଼ ଖବର: ଅକ୍ଟୋବର ୧୫ ବଦଳରେ ଜାନୁଆରୀକୁ ଘୁଞ୍ଚିପାରେ ନିୟମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp