ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କପେ ଚା’ର ଦାମ୍‌ ୧୦୦୦ ଟଙ୍କା

The Sakala Picture
Published On

ଆମ ଦେଶରେ ଅଧିକାଂଶ ଲୋକ ସକାଳେ ବିଛଣା ଛାଡିବା ପରେ ଚା’ ପିଇବାକୁ ପସନ୍ଦ କରନ୍ତି। ଚା’ର ଚାହିଦାକୁ ଦେଖ଄ ଏବେ ରାସ୍ତାଘାଟରେ ଚା’ ଦୋକାନମାନ ଖୋଲିଛି । କଲିକତାର ମୁକୁନ୍ଦପୁରରେ ଥିବା ଏକ ଚା’ ଦୋକାନରେ ସବୁଠୁ ମହଙ୍ଗା ଚା’ ମିଳିଥାଏ। ଏହି ଦୋକାନରେ ପାଖାପାଖି ୧୦୦ ପ୍ରକାରର ଚା’ ମିଳିଥାଏ । ଏଠାରେ ୧୨ ଟଙ୍କାରୁ ଚା’ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ। ଏଠାରେ ମିଳୁଥିବା ସବୁଠୁ ମହଙ୍ଗା ଚା’ର […]

ଆମ ଦେଶରେ ଅଧିକାଂଶ ଲୋକ ସକାଳେ ବିଛଣା ଛାଡିବା ପରେ ଚା’ ପିଇବାକୁ ପସନ୍ଦ କରନ୍ତି। ଚା’ର ଚାହିଦାକୁ ଦେଖ଄ ଏବେ ରାସ୍ତାଘାଟରେ ଚା’ ଦୋକାନମାନ ଖୋଲିଛି । କଲିକତାର ମୁକୁନ୍ଦପୁରରେ ଥିବା ଏକ ଚା’ ଦୋକାନରେ ସବୁଠୁ ମହଙ୍ଗା ଚା’ ମିଳିଥାଏ। ଏହି ଦୋକାନରେ ପାଖାପାଖି ୧୦୦ ପ୍ରକାରର ଚା’ ମିଳିଥାଏ । ଏଠାରେ ୧୨ ଟଙ୍କାରୁ ଚା’ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ। ଏଠାରେ ମିଳୁଥିବା ସବୁଠୁ ମହଙ୍ଗା ଚା’ର ଦାମ୍‌ ବୋ-ଲେ । ଏହି ଚା’ପତି କେଜିଏର ଦାମ୍ ତିନି ଲକ୍ଷ ଟଙ୍କା। ଏହି ଚା’ ଦୋକାନ ମାଲିକଙ୍କର ନାମ ପ୍ରାତିମ ଗାଙ୍ଗୁଲି। ପ୍ରାତିମଙ୍କର ଚା’ ଦୋକାନରେ ୱାଇନ୍ ଟି, ତୁଲସୀ ଜିଞ୍ଜର ଟି’, ଲ୍ୟାଭଣ୍ଡେର ଆଦି ବିଭିନ୍ନ ପ୍ରକାର ଚା’ ମିଳିଥାଏ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

03 Mar 2021 By The Sakala

କପେ ଚା’ର ଦାମ୍‌ ୧୦୦୦ ଟଙ୍କା

ଆମ ଦେଶରେ ଅଧିକାଂଶ ଲୋକ ସକାଳେ ବିଛଣା ଛାଡିବା ପରେ ଚା’ ପିଇବାକୁ ପସନ୍ଦ କରନ୍ତି। ଚା’ର ଚାହିଦାକୁ ଦେଖ଄ ଏବେ ରାସ୍ତାଘାଟରେ ଚା’ ଦୋକାନମାନ ଖୋଲିଛି । କଲିକତାର ମୁକୁନ୍ଦପୁରରେ ଥିବା ଏକ ଚା’ ଦୋକାନରେ ସବୁଠୁ ମହଙ୍ଗା ଚା’ ମିଳିଥାଏ। ଏହି ଦୋକାନରେ ପାଖାପାଖି ୧୦୦ ପ୍ରକାରର ଚା’ ମିଳିଥାଏ । ଏଠାରେ ୧୨ ଟଙ୍କାରୁ ଚା’ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ। ଏଠାରେ ମିଳୁଥିବା ସବୁଠୁ ମହଙ୍ଗା ଚା’ର ଦାମ୍‌ ବୋ-ଲେ । ଏହି ଚା’ପତି କେଜିଏର ଦାମ୍ ତିନି ଲକ୍ଷ ଟଙ୍କା। ଏହି ଚା’ ଦୋକାନ ମାଲିକଙ୍କର ନାମ ପ୍ରାତିମ ଗାଙ୍ଗୁଲି। ପ୍ରାତିମଙ୍କର ଚା’ ଦୋକାନରେ ୱାଇନ୍ ଟି, ତୁଲସୀ ଜିଞ୍ଜର ଟି’, ଲ୍ୟାଭଣ୍ଡେର ଆଦି ବିଭିନ୍ନ ପ୍ରକାର ଚା’ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp