ଜନ୍ମାଷ୍ଟମୀ ଉତ୍ସବରେ ଅଘଟଣ: ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୨ ମୃତ

The Sakala Picture
Published On

ମଥୁରା: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅବସରରେ ମଥୁରା ମନ୍ଦିରରେ ଅଘଟଣ। ମଙ୍ଗଳ ଆଳତି ଅବସରରେ ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବାଙ୍କ ବିହାରୀ ମନ୍ଦିରରେ ମଙ୍ଗଳା ଆରତୀ ସମୟରେ ଜଣେ ଭକ୍ତ ମନ୍ଦିର ଦ୍ୱାରରେ ଅଚେତ ହୋଇ ପଡ଼ିଥିଲେ। ଫଳରେ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନକୁ ବହୁ ସମୟଧରି ବନ୍ଦ ରଖାଯାଇଥିଲା। ହେଲେ ଜନ୍ମାଷ୍ଟମୀ ଅବସରେ ପ୍ରବଳ ଗହଳି ଥିବାରୁ ଠେଲାପେଲା […]

ମଥୁରା: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅବସରରେ ମଥୁରା ମନ୍ଦିରରେ ଅଘଟଣ। ମଙ୍ଗଳ ଆଳତି ଅବସରରେ ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବାଙ୍କ ବିହାରୀ ମନ୍ଦିରରେ ମଙ୍ଗଳା ଆରତୀ ସମୟରେ ଜଣେ ଭକ୍ତ ମନ୍ଦିର ଦ୍ୱାରରେ ଅଚେତ ହୋଇ ପଡ଼ିଥିଲେ। ଫଳରେ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନକୁ ବହୁ ସମୟଧରି ବନ୍ଦ ରଖାଯାଇଥିଲା। ହେଲେ ଜନ୍ମାଷ୍ଟମୀ ଅବସରେ ପ୍ରବଳ ଗହଳି ଥିବାରୁ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଯାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବହୁ ସଂଖ୍ୟାରେ ଜନସମାଗମ ହେତୁ ମନ୍ଦିର ଭିତରେ ଅନେକ ଭକ୍ତ ରହିଯାଇଥିଲେ। ଫଳରେ ମନ୍ଦିର ପରିସରରେ ପ୍ରବଳ ଭିଡ଼ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତ ଲୋକଙ୍କ ଚିକିତ୍ସା ପାଇଁ ସବୁପ୍ରକାର ପ୍ରଶାସନକି ସହାୟତା ପାଇଁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

20 Aug 2022 By The Sakala

ଜନ୍ମାଷ୍ଟମୀ ଉତ୍ସବରେ ଅଘଟଣ: ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୨ ମୃତ

ମଥୁରା: ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଅବସରରେ ମଥୁରା ମନ୍ଦିରରେ ଅଘଟଣ। ମଙ୍ଗଳ ଆଳତି ଅବସରରେ ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବାଙ୍କ ବିହାରୀ ମନ୍ଦିରରେ ମଙ୍ଗଳା ଆରତୀ ସମୟରେ ଜଣେ ଭକ୍ତ ମନ୍ଦିର ଦ୍ୱାରରେ ଅଚେତ ହୋଇ ପଡ଼ିଥିଲେ। ଫଳରେ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନକୁ ବହୁ ସମୟଧରି ବନ୍ଦ ରଖାଯାଇଥିଲା। ହେଲେ ଜନ୍ମାଷ୍ଟମୀ ଅବସରେ ପ୍ରବଳ ଗହଳି ଥିବାରୁ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ଯାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବହୁ ସଂଖ୍ୟାରେ ଜନସମାଗମ ହେତୁ ମନ୍ଦିର ଭିତରେ ଅନେକ ଭକ୍ତ ରହିଯାଇଥିଲେ। ଫଳରେ ମନ୍ଦିର ପରିସରରେ ପ୍ରବଳ ଭିଡ଼ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା ।

ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତ ଲୋକଙ୍କ ଚିକିତ୍ସା ପାଇଁ ସବୁପ୍ରକାର ପ୍ରଶାସନକି ସହାୟତା ପାଇଁ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଭିଡ଼ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

https://www.thesakala.in/national-international/two-died-in-stampede-at-the-banke-bihari-temple-during-janmashtami-celebrations/article-14282
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର