ସୁଶାନ୍ତ ସିଂହଙ୍କୁ ମରଣୋତ୍ତର ଫାଲ୍‌କେ

The Sakala Picture
Published On

ମୁମ୍ବଇ : ୨୦୨୦ ବର୍ଷ ପାଇଁ ଶନିବାର ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ଦିଆଯାଇଛି। ଗତ ବର୍ଷ ପାଇଁ ଅଭିନେତା ଅକ୍ଷୟ କୁମାର, ଦୀପିକା ପାଦୁକୋନ ଏବଂ ସୁସ୍ମିତା ସେନଙ୍କ ଠାରୁ ନେଇ ସୁରଭି ଚନ୍ଦନ ଏବଂ ନୋରା ଫତେହଙ୍କୁ ବିଭିନ୍ନ କ୍ଷେତ୍ରରେ ଏହି ପୁରସ୍କାର ମିଳିଛି। ତେବେ ହିନ୍ଦୀ ସିନେମା ଜଗତକୁ ବଳିଷ୍ଠ ଯୋଗଦାନ ପାଇଁ ମରଣୋତ୍ତର ଭାବେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଏହି ସମ୍ମାନ ମିଳିଛି।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

22 Feb 2021 By The Sakala

ସୁଶାନ୍ତ ସିଂହଙ୍କୁ ମରଣୋତ୍ତର ଫାଲ୍‌କେ

ମୁମ୍ବଇ : ୨୦୨୦ ବର୍ଷ ପାଇଁ ଶନିବାର ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ଦିଆଯାଇଛି। ଗତ ବର୍ଷ ପାଇଁ ଅଭିନେତା ଅକ୍ଷୟ କୁମାର, ଦୀପିକା ପାଦୁକୋନ ଏବଂ ସୁସ୍ମିତା ସେନଙ୍କ ଠାରୁ ନେଇ ସୁରଭି ଚନ୍ଦନ ଏବଂ ନୋରା ଫତେହଙ୍କୁ ବିଭିନ୍ନ କ୍ଷେତ୍ରରେ ଏହି ପୁରସ୍କାର ମିଳିଛି। ତେବେ ହିନ୍ଦୀ ସିନେମା ଜଗତକୁ ବଳିଷ୍ଠ ଯୋଗଦାନ ପାଇଁ ମରଣୋତ୍ତର ଭାବେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଏହି ସମ୍ମାନ ମିଳିଛି।

https://www.thesakala.in/national-international/sushant-singh-rajput-phalke-award/article-161
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର