ଇସ୍ରାଏଲ-ହମାସ ଯୁଦ୍ଧ ଖବର ସଂଗ୍ରହବେଳେ ରକେଟ୍ ମାଡରେ ଜଣେ ସାମ୍ବାଦିକ ମୃତ

The Sakala Picture
Published On

ଜେରୁଜେଲମ୍: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଯାଉଛି ହଜାର ହଜାର ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଗ୍ରାଉଣ୍ଡ୍ ଜିରୋରୁ ଯୁଦ୍ଧ ଖବର ସଂଗ୍ରହବେଳେ ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଇସ୍ରାଏଲ୍ ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ ଗ୍ରାଫର ବୋଲି ଜଣାପଡ଼ିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ […]

ଜେରୁଜେଲମ୍: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଯାଉଛି ହଜାର ହଜାର ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଗ୍ରାଉଣ୍ଡ୍ ଜିରୋରୁ ଯୁଦ୍ଧ ଖବର ସଂଗ୍ରହବେଳେ ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଇସ୍ରାଏଲ୍ ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ ଗ୍ରାଫର ବୋଲି ଜଣାପଡ଼ିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣ ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ଅନ୍ୟ ୬ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଲେବାନନ୍‌ର ପ୍ରଧାନମନ୍ତ୍ରୀ ନାଜିବ୍‌ ମିକାତି ଓ ଜଣେ ହେଜ୍‌ବୋଲ୍ଲା ସାଂସଦ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ସାମ୍ବାଦିକଙ୍କ ମୃତ୍ୟୁ ଖବର ଶୁଣି ଏହା ଅତ୍ୟନ୍ତ ଦୁଃଖ ଦାୟକବୋଲି ରୟଟର୍ସ ପକ୍ଷରୁ କୁହାଯାଇଛି । ମୃତ୍ୟୁବରଣ କରିଥିବା ସାମ୍ବାଦିକଜଣକ ଦକ୍ଷିଣ ଲେବାନନରେ ରୟଟର୍ସ ପାଇଁ କାର୍ଯ୍ୟରତ ଥିଲେ । ସେ ଲାଇଭ୍ ଫୁଟେଜ୍ ପଠାଉଥିଲେ । ଇସ୍ରାଏଲ ସେନାର ଗୁଳିରେ ରୟଟର୍ସର ଆଉ ୨ ସାମ୍ବାଦିକ ଥେୟର ଅଲ୍ ସୁଡାନି ଓ ମେହର ନଜାହ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣରେ ଅଲ୍ ଜଜିରା ଜି ଟିଭିର ୨ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

14 Oct 2023 By The Sakala

ଇସ୍ରାଏଲ-ହମାସ ଯୁଦ୍ଧ ଖବର ସଂଗ୍ରହବେଳେ ରକେଟ୍ ମାଡରେ ଜଣେ ସାମ୍ବାଦିକ ମୃତ

ଜେରୁଜେଲମ୍: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଯାଉଛି ହଜାର ହଜାର ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଗ୍ରାଉଣ୍ଡ୍ ଜିରୋରୁ ଯୁଦ୍ଧ ଖବର ସଂଗ୍ରହବେଳେ ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଇସ୍ରାଏଲ୍ ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ ଗ୍ରାଫର ବୋଲି ଜଣାପଡ଼ିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣ ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ଅନ୍ୟ ୬ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଲେବାନନ୍‌ର ପ୍ରଧାନମନ୍ତ୍ରୀ ନାଜିବ୍‌ ମିକାତି ଓ ଜଣେ ହେଜ୍‌ବୋଲ୍ଲା ସାଂସଦ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି।

ସାମ୍ବାଦିକଙ୍କ ମୃତ୍ୟୁ ଖବର ଶୁଣି ଏହା ଅତ୍ୟନ୍ତ ଦୁଃଖ ଦାୟକବୋଲି ରୟଟର୍ସ ପକ୍ଷରୁ କୁହାଯାଇଛି । ମୃତ୍ୟୁବରଣ କରିଥିବା ସାମ୍ବାଦିକଜଣକ ଦକ୍ଷିଣ ଲେବାନନରେ ରୟଟର୍ସ ପାଇଁ କାର୍ଯ୍ୟରତ ଥିଲେ । ସେ ଲାଇଭ୍ ଫୁଟେଜ୍ ପଠାଉଥିଲେ । ଇସ୍ରାଏଲ ସେନାର ଗୁଳିରେ ରୟଟର୍ସର ଆଉ ୨ ସାମ୍ବାଦିକ ଥେୟର ଅଲ୍ ସୁଡାନି ଓ ମେହର ନଜାହ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣରେ ଅଲ୍ ଜଜିରା ଜି ଟିଭିର ୨ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।

https://www.thesakala.in/national-international/reuters-journalist-killed-in-israeli-artillery-strike-on-lebanon-border/article-26376
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର