ପହଲଗାମ୍ ଆତଙ୍କୀ ଆକ୍ରମଣ: ସାଉଦିରୁ ଫେରିଆସିଲେ ପ୍ରଧାନମନ୍ତ୍ରୀ, ଦିଲ୍ଲୀରେ ଜରୁରୀ ବୈଠକ…
ନୂଆଦିଲ୍ଲୀ: ସାଉଦି ଆରବରୁ ଭାରତ ଫେରିଆସିଲେ ପ୍ରଧାନମନ୍ତ୍ରୀ । ପହଲଗାମ୍ ଆତଙ୍କୀ ହମଲା ପରେ ଅଧାରୁ ବାତିଲ କଲେ ଗସ୍ତ । ୨ ଦିନିଆ ସାଉଦି ଗସ୍ତରେ ଯାଇଥିବା ମୋଦୀ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବାର ଥିବା । ମାତ୍ର ଦେଶର ସଙ୍କଟ ସ୍ଥିତି ସେ ଗସ୍ତ ଅଧରୁ ଫେରି ଆସିଛନ୍ତି ଆଉ ଆସୁ ଆସୁ ଆକ୍ସନ ମୋଡରେ ବୈଠକ କରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନଏସଏ ବୈଦେଶିକ ମନ୍ତ୍ରୀ, ବୈଦେଶିକ […]
ନୂଆଦିଲ୍ଲୀ: ସାଉଦି ଆରବରୁ ଭାରତ ଫେରିଆସିଲେ ପ୍ରଧାନମନ୍ତ୍ରୀ । ପହଲଗାମ୍ ଆତଙ୍କୀ ହମଲା ପରେ ଅଧାରୁ ବାତିଲ କଲେ ଗସ୍ତ । ୨ ଦିନିଆ ସାଉଦି ଗସ୍ତରେ ଯାଇଥିବା ମୋଦୀ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗ ଦେବାର ଥିବା । ମାତ୍ର ଦେଶର ସଙ୍କଟ ସ୍ଥିତି ସେ ଗସ୍ତ ଅଧରୁ ଫେରି ଆସିଛନ୍ତି ଆଉ ଆସୁ ଆସୁ ଆକ୍ସନ ମୋଡରେ ବୈଠକ କରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନଏସଏ ବୈଦେଶିକ ମନ୍ତ୍ରୀ, ବୈଦେଶିକ ସଚିବଙ୍କ ସହ ବୈଠକରେ ବଡ ବଡ଼ ଅଧିକାରୀମାନେ ସାମିଲ । ପହଲଗାମ୍ ଆତଙ୍କୀ ହମଲା ନେଇ ଆଲୋଚନା ହେଉଛି ।