ଏସ୍.କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, ଫିଲ୍ମ ନିର୍ମାଣରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ

The Sakala Picture
Published On

କୋଲକାତା: କୋଲକାତା ସ୍ଥିତ ଦକ୍ଷୀଣ କୋଲକାତାରେ ଥିବା ଟାଲି ଗଞ୍ଜ ଥାନାଅନ୍ତର୍ଗତ କୁନ୍ଦ ଘାଟ ଅଞ୍ଚଳରେ ଥିବା ନାମି ଦାମୀ ଫିଲ୍ମ ଷ୍ଟୁଡିଓ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନି କାଣ୍ଡ ଘଟିଛି।  ନିଆଁ ଏତେ ଜୋର୍ ଲାଗିଛି ଯେ ସାରା ଅଞ୍ଚଳରେ ଥିବା ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।  ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନାର ୧୪ ଟି  ଗାଡି ପହଞ୍ଚି ନିଆଁକୁ ଆୟତ କିରିବାକୁ ଚେଷ୍ଟା ଜାରି ରଖିଛନ୍ତି।  ନିଆଁରେ […]

କୋଲକାତା: କୋଲକାତା ସ୍ଥିତ ଦକ୍ଷୀଣ କୋଲକାତାରେ ଥିବା ଟାଲି ଗଞ୍ଜ ଥାନାଅନ୍ତର୍ଗତ କୁନ୍ଦ ଘାଟ ଅଞ୍ଚଳରେ ଥିବା ନାମି ଦାମୀ ଫିଲ୍ମ ଷ୍ଟୁଡିଓ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନି କାଣ୍ଡ ଘଟିଛି।  ନିଆଁ ଏତେ ଜୋର୍ ଲାଗିଛି ଯେ ସାରା ଅଞ୍ଚଳରେ ଥିବା ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।  ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନାର ୧୪ ଟି  ଗାଡି ପହଞ୍ଚି ନିଆଁକୁ ଆୟତ କିରିବାକୁ ଚେଷ୍ଟା ଜାରି ରଖିଛନ୍ତି।  ନିଆଁରେ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଥିବା ୪ କୋଟି ଟଙ୍କାର କ୍ୟାମରା ସହ ଫିଲ୍ମରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

13 Oct 2022 By The Sakala

ଏସ୍.କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, ଫିଲ୍ମ ନିର୍ମାଣରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ

କୋଲକାତା: କୋଲକାତା ସ୍ଥିତ ଦକ୍ଷୀଣ କୋଲକାତାରେ ଥିବା ଟାଲି ଗଞ୍ଜ ଥାନାଅନ୍ତର୍ଗତ କୁନ୍ଦ ଘାଟ ଅଞ୍ଚଳରେ ଥିବା ନାମି ଦାମୀ ଫିଲ୍ମ ଷ୍ଟୁଡିଓ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଭୟାବହ ଅଗ୍ନି କାଣ୍ଡ ଘଟିଛି।  ନିଆଁ ଏତେ ଜୋର୍ ଲାଗିଛି ଯେ ସାରା ଅଞ୍ଚଳରେ ଥିବା ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି ।  ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନାର ୧୪ ଟି  ଗାଡି ପହଞ୍ଚି ନିଆଁକୁ ଆୟତ କିରିବାକୁ ଚେଷ୍ଟା ଜାରି ରଖିଛନ୍ତି।  ନିଆଁରେ ଏସ୍. କେ ମୁଭି ଫିଲ୍ମ ଷ୍ଟୁଡିଓରେ ଥିବା ୪ କୋଟି ଟଙ୍କାର କ୍ୟାମରା ସହ ଫିଲ୍ମରେ ବ୍ଯବହାର ହେଉଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର