ପୁଣି ଥରେ ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ରୋଗୀ

The Sakala Picture
Published On

ଭାରତର ସର୍ବପ୍ରଥମେ ଆକ୍ରାନ୍ତ ହୋଇଥିବା କରୋନା ରୋଗୀ ପୁଣି ଥରେ ଏହି ମାରାତ୍ମକ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୨୦୨୦ ମସିହା ଜାନୁଆରୀ ମାସରେ ଚୀନରୁ ଫେରିଥିବା ଜଣେ ମେଡିକାଲ୍ ଷ୍ଟୁଡେଣ୍ଟ କରୋନା ପଜିଟିଭ ହୋଇଥିଲେ । ଭାରତର ପ୍ରଥମ ନାଗରିକ ଭାବେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସେହି ଷ୍ଟୁଡେଣ୍ଟ ଜଣକ ଏବେ ପୁଣିଥରେ କୋଭିଡ୍ ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କେରଳର ଥ୍ରୀସୁର ବାସିନ୍ଦା ଏହି ମହିଳାଙ୍କ ଟେଷ୍ଟ […]

ଭାରତର ସର୍ବପ୍ରଥମେ ଆକ୍ରାନ୍ତ ହୋଇଥିବା କରୋନା ରୋଗୀ ପୁଣି ଥରେ ଏହି ମାରାତ୍ମକ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୨୦୨୦ ମସିହା ଜାନୁଆରୀ ମାସରେ ଚୀନରୁ ଫେରିଥିବା ଜଣେ ମେଡିକାଲ୍ ଷ୍ଟୁଡେଣ୍ଟ କରୋନା ପଜିଟିଭ ହୋଇଥିଲେ । ଭାରତର ପ୍ରଥମ ନାଗରିକ ଭାବେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସେହି ଷ୍ଟୁଡେଣ୍ଟ ଜଣକ ଏବେ ପୁଣିଥରେ କୋଭିଡ୍ ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

କେରଳର ଥ୍ରୀସୁର ବାସିନ୍ଦା ଏହି ମହିଳାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଥ୍ରୀସୁର ଜିଲ୍ଲା ମେଡିକାଲ ଅଫିସର କହିଛନ୍ତି ଯେ, ମହିଳାଜଣକ ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି । ତାଙ୍କର ଆଂଟିଜେନ୍ ଟେଷ୍ଟ ନେଗେଟିଭ ଆସିଥିବାବେଳେ ଆରଟିପିସିଆର୍ ଟେଷ୍ଟ କିନ୍ତୁ ପଜିଟିଭ ଆସିଥିଲା । ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ସେ ପଢିବା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିବାରୁ ନିଜର ନମୁନା ପରୀକ୍ଷା କରିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ରହିଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

13 Jul 2021 By The Sakala

ପୁଣି ଥରେ ସଂକ୍ରମିତ ହେଲେ ଭାରତର ପ୍ରଥମ କରୋନା ରୋଗୀ

ଭାରତର ସର୍ବପ୍ରଥମେ ଆକ୍ରାନ୍ତ ହୋଇଥିବା କରୋନା ରୋଗୀ ପୁଣି ଥରେ ଏହି ମାରାତ୍ମକ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୨୦୨୦ ମସିହା ଜାନୁଆରୀ ମାସରେ ଚୀନରୁ ଫେରିଥିବା ଜଣେ ମେଡିକାଲ୍ ଷ୍ଟୁଡେଣ୍ଟ କରୋନା ପଜିଟିଭ ହୋଇଥିଲେ । ଭାରତର ପ୍ରଥମ ନାଗରିକ ଭାବେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତେବେ ସେହି ଷ୍ଟୁଡେଣ୍ଟ ଜଣକ ଏବେ ପୁଣିଥରେ କୋଭିଡ୍ ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

କେରଳର ଥ୍ରୀସୁର ବାସିନ୍ଦା ଏହି ମହିଳାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଥ୍ରୀସୁର ଜିଲ୍ଲା ମେଡିକାଲ ଅଫିସର କହିଛନ୍ତି ଯେ, ମହିଳାଜଣକ ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି । ତାଙ୍କର ଆଂଟିଜେନ୍ ଟେଷ୍ଟ ନେଗେଟିଭ ଆସିଥିବାବେଳେ ଆରଟିପିସିଆର୍ ଟେଷ୍ଟ କିନ୍ତୁ ପଜିଟିଭ ଆସିଥିଲା । ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ସେ ପଢିବା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିବାରୁ ନିଜର ନମୁନା ପରୀକ୍ଷା କରିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର