ପାକିସ୍ତାନ ଗୁଳିମାଡ଼ରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ମୃତ୍ୟୁ, ଦୁଇ କର୍ମଚାରୀ ଗୁରୁତର ଆହତ

The Sakala Picture
Published On

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ରାଜୌରୀରେ ପାକିସ୍ତାନର ଗୁଳିମାଡ଼ରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପ୍ପାଙ୍କ ମୃତ୍ୟୁ ହୋଇଛି। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନେଇ ‘ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେନା ଅଧିକାରୀଙ୍କ ସୂଚନା ଅନୁସାରେ ରାଜୌରୀ ଅତିରିକ୍ତ ଡେପୁଟି କମିଶନର ରାଜ କୁମାର ଥାପା ଏବଂ ତାଙ୍କର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା। ଥାପାଙ୍କର ସେଠରେ ମୃତ୍ୟୁ ହୋଇଥିଲା, […]

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ରାଜୌରୀରେ ପାକିସ୍ତାନର ଗୁଳିମାଡ଼ରେ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ରାଜ କୁମାର ଥାପ୍ପାଙ୍କ ମୃତ୍ୟୁ ହୋଇଛି। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏନେଇ ‘ଏକ୍ସ’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୁଣି ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ତିନି ମହଲା କୋଠା, ଅନେକ ଫସି ରହିଥିବା ଆଶଙ୍କା

ସେନା ଅଧିକାରୀଙ୍କ ସୂଚନା ଅନୁସାରେ ରାଜୌରୀ ଅତିରିକ୍ତ ଡେପୁଟି କମିଶନର ରାଜ କୁମାର ଥାପା ଏବଂ ତାଙ୍କର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା। ଥାପାଙ୍କର ସେଠରେ ମୃତ୍ୟୁ ହୋଇଥିଲା, ଯେତେବେଳେ ତାଙ୍କ କର୍ମଚାରୀଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଥାପାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହିଳା ଶିଳ୍ପୋଦ୍ୟୋଗୀଙ୍କ ବଡ଼ ହୃଦୟ: ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍, ଭାବବିହ୍ବଳ ହେଲେ ହାଉସକିପିଂ ଷ୍ଟାଫ୍


ସେ ଟ୍ୱିଟରରେ ପୋଷ୍ଟ କରିଛନ୍ତି, “ରାଜୌରୀରୁ ଏକ ଦୁଃଖଦ ଖବର ଆସିଛି।  ଆମେ ଜାମ୍ମୁ କାଶ୍ମୀର ପ୍ରଶାସନିକ ସେବାର ଜଣେ ଉତ୍ସର୍ଗୀକୃତ ଅଧିକାରୀଙ୍କୁ ହରାଇଲୁ। ଗତକାଲି ସେ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ଗସ୍ତ କରୁଥିଲେ ଏବଂ ମୋ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନଲାଇନ୍ ବୈଠକରେ ଯୋଗ ଦେଇଥିଲେ।”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର