ଶପଥ ନେଲେ ୩ ମହିଳାଙ୍କ ସମେତ ସୁପ୍ରିମକୋର୍ଟର ୯ ଜଣିଆ ନୂଆ ବିଚାରପତି
ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟର ୯ ନୂଆ ବିଚାରପତି ଶପଥ ଗ୍ରହଣ ନେଇଛନ୍ତି । ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ରହିଛନ୍ତି। ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ବେଲା ତ୍ରିବେଦୀ । #WATCH | […]
ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟର ୯ ନୂଆ ବିଚାରପତି ଶପଥ ଗ୍ରହଣ ନେଇଛନ୍ତି । ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ରହିଛନ୍ତି। ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ବେଲା ତ୍ରିବେଦୀ ।
#WATCH | Justice Hima Kohli takes oath as a judge of the Supreme Court in Delhi
ଆହୁରି ପଢ଼ନ୍ତୁ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ଭଙ୍ଗ ହେଲା କ୍ୟାବିନେଟ୍(Video courtesy – Supreme Court) pic.twitter.com/k8OaZfcayn
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଖୋଲାଖୋଲି ମଦ୍ୟପାନକୁ ବିରୋଧ: ଆର୍ମି ବ୍ରିଗେଡିୟର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ— ANI (@ANI) August 31, 2021
ଜଷ୍ଟିସ ବି.ଭି. ନାଗାରତ୍ନା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିଲେ । ସେହିପରି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ହିମା କୋହଲି । ଗୁଜରାଟ ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ଯଭାର ତୁଲାଉଥିଲେ ଜଷ୍ଟିସ ବେଲା ତ୍ରିବେଦୀ । ସୁପ୍ରିମକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି ଅନ୍ୟମାନେ ହେଲେ ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ଜେ.କେ. ମାଲେଶ୍ୱରୀ, ଜଷ୍ଟିସ ସି.ଟି. ରବିକୁମାର, ଜଷ୍ଟିସ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ ପ.ଏସ୍. ନରସିଂହା।
ଶପଥ ନେଲେ ୩ ମହିଳାଙ୍କ ସମେତ ସୁପ୍ରିମକୋର୍ଟର ୯ ଜଣିଆ ନୂଆ ବିଚାରପତି
ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟର ୯ ନୂଆ ବିଚାରପତି ଶପଥ ଗ୍ରହଣ ନେଇଛନ୍ତି । ୯ ନୂଆ ବିଚାରପତିଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ରହିଛନ୍ତି। ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନା । ଏମାନଙ୍କ ଭିତରେ ଅଛନ୍ତି ୩ ଜଣ ମହିଳା ବିଚାରପତି । ସେମାନେ ହେଲେ ଜଷ୍ଟିସ ବି.ଭି. ନାଗାରତ୍ନା, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ବେଲା ତ୍ରିବେଦୀ ।
#WATCH | Justice Hima Kohli takes oath as a judge of the Supreme Court in Delhi
(Video courtesy – Supreme Court) pic.twitter.com/k8OaZfcayn
— ANI (@ANI) August 31, 2021