ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ହରିୟାଣା: ଗୋଟିଏ ସ୍କୁଲର ୫୪ ଛାତ୍ରଙ୍କୁ କରୋନା

The Sakala Picture
Published On

ହରିୟାଣା: ପୁଣି ଥରେ କାୟା ବିସ୍ତାର କରୁଛି କରୋନା। ହରିୟାଣାର କର୍ଣ୍ଣଲ ଜିଲ୍ଲାର ଏକ ହଷ୍ଟେଲର ୫୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଖବର ପାାଇ ସ୍ୱାସ୍ଥ୍ୟ ବିଭାଗ ଦଳ ହଷ୍ଟେଲରେ ପହଞ୍ଚିଛନ୍ତି। ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ସୋମବାର ୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ କଣ୍ଟାକ୍ଟ ଟ୍ରେସିଂ ଓ ଅଧିକ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ କରାଯିବାରୁ ଆଜି ସୁଦ୍ଧା ୫୪ ଜଣଙ୍କ […]

ହରିୟାଣା: ପୁଣି ଥରେ କାୟା ବିସ୍ତାର କରୁଛି କରୋନା। ହରିୟାଣାର କର୍ଣ୍ଣଲ ଜିଲ୍ଲାର ଏକ ହଷ୍ଟେଲର ୫୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଖବର ପାାଇ ସ୍ୱାସ୍ଥ୍ୟ ବିଭାଗ ଦଳ ହଷ୍ଟେଲରେ ପହଞ୍ଚିଛନ୍ତି। ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ସୂଚନା ଅନୁଯାୟୀ, ସୋମବାର ୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ କଣ୍ଟାକ୍ଟ ଟ୍ରେସିଂ ଓ ଅଧିକ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ କରାଯିବାରୁ ଆଜି ସୁଦ୍ଧା ୫୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ସୋମବାର ହରିୟାଣାରେ କରୋନାରେ ଦୁଇଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଜଣଙ୍କ ମଧ୍ଯରୁ ଜଣଙ୍କର ଘର ହିସାରର ହୋଇଥିବା ଅନ୍ଯଜଣଙ୍କର ଘର ଫରିଦାବାଦର ବୋଲି ଜଣାପଡ଼ିଛି। ଏବେ ହରିୟାଣାର ୧୬୬ ନୂତନ ସଂକ୍ରମଣ ମାମଲା ଥିବାବେଳେ ୧୫୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂତନ ମାମଲାଗୁଡ଼ିକ ମଧ୍ୟରେ ଗୁରୁଗ୍ରାମରେ ସର୍ବାଧିକ ୩୬, କୁରୁକ୍ଷେତ୍ରରେ ୩୨, କର୍ଣ୍ଣଲରେ ୨୧, ପାନିପାତରେ ୧୯ ଏବଂ ଅମ୍ବାଲାରେ ୧୪ ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି।  ଅବଶିଷ୍ଟ ଜିଲ୍ଲାରେ ୧୪ ରୁ କମ୍ ମାମଲା ଦେଖିବାକୁ ମିଳିଛି।

02 Mar 2021 By The Sakala

ହରିୟାଣା: ଗୋଟିଏ ସ୍କୁଲର ୫୪ ଛାତ୍ରଙ୍କୁ କରୋନା

ହରିୟାଣା: ପୁଣି ଥରେ କାୟା ବିସ୍ତାର କରୁଛି କରୋନା। ହରିୟାଣାର କର୍ଣ୍ଣଲ ଜିଲ୍ଲାର ଏକ ହଷ୍ଟେଲର ୫୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଖବର ପାାଇ ସ୍ୱାସ୍ଥ୍ୟ ବିଭାଗ ଦଳ ହଷ୍ଟେଲରେ ପହଞ୍ଚିଛନ୍ତି। ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ କଣ୍ଟାକ୍ଟ ଟ୍ରେସିଂ ଓ ଅଧିକ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ କରାଯିବାରୁ ଆଜି ସୁଦ୍ଧା ୫୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

ସୋମବାର ହରିୟାଣାରେ କରୋନାରେ ଦୁଇଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଜଣଙ୍କ ମଧ୍ଯରୁ ଜଣଙ୍କର ଘର ହିସାରର ହୋଇଥିବା ଅନ୍ଯଜଣଙ୍କର ଘର ଫରିଦାବାଦର ବୋଲି ଜଣାପଡ଼ିଛି। ଏବେ ହରିୟାଣାର ୧୬୬ ନୂତନ ସଂକ୍ରମଣ ମାମଲା ଥିବାବେଳେ ୧୫୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂତନ ମାମଲାଗୁଡ଼ିକ ମଧ୍ୟରେ ଗୁରୁଗ୍ରାମରେ ସର୍ବାଧିକ ୩୬, କୁରୁକ୍ଷେତ୍ରରେ ୩୨, କର୍ଣ୍ଣଲରେ ୨୧, ପାନିପାତରେ ୧୯ ଏବଂ ଅମ୍ବାଲାରେ ୧୪ ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି।  ଅବଶିଷ୍ଟ ଜିଲ୍ଲାରେ ୧୪ ରୁ କମ୍ ମାମଲା ଦେଖିବାକୁ ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର